ଲୁକ ଲେକ୍ଲା ଜିସୁ କ୍ରିସ୍ଟର୍ ନିକ କବୁର୍ 11:2 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍2 ଇତାକ୍ ସେ ସେମଃନ୍କେ କୟ୍ଲା, “ଜଃଡେବଃଳ୍ ତୁମିମଃନ୍ ପାର୍ତ୍ନା କଃରାସ୍, ସଃଡେବଃଳ୍ କଃଉଆ, ଏ ଅଃମାର୍ ଉବା, ତର୍ ନାଉଁ ପବିତ୍ର ବଃଲି ମାନ୍ତି ଅଃଉଅ, ତର୍ ରାଇଜ୍ ଆସ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ2 ଯୀଶୁ ସେମ୍ନ୍କେ କଇଲା, “ଜ୍ଡେବ୍ଳ୍ ତୁମିମ୍ନ୍ ପାର୍ତେନା କ୍ରାସ୍, ଅନ୍କ୍ରି କ୍ଇ ପାର୍ତେନା କ୍ରା, ଏ ଅମାର୍ ସ୍ର୍ଗାର୍ ଉବା, ତୁମାର୍ ନାଉଁ ପବିତର୍ ବ୍ଲି ମାନ୍ୟ ଅଉଅ। ତୁମାର୍ ରାଇଜ୍ ଆସ। အခန်းကိုကြည့်ပါ။ |
ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।