12 ଜିକରିଅ ତାକ୍ ଦଃକି, କାବା ଅୟ୍ଲା ଆର୍ ଡିରି ଗଃଲା ।
12 ଜ୍ଡେବ୍ଳ୍ ଜିଖରିୟ ତାକେ ଦ୍କ୍ଲା ସେ ବେସି ଡିରିଜାଇ ଚାନିଆ ଅଇଲା।
ସେତାର୍ଗିନେ ସେମଃନ୍ ମଃସୁଣ୍ ବିତ୍ରେ ଗଃଲାୟ୍, ସେତି ସେମଃନ୍ ଗଟେକ୍ ଦବ୍ଳା ବଃସ୍ତର୍ ହିନ୍ଦିରିଲା ଗଟେକ୍ ବେଣ୍ଡ୍ୟାକ୍ ମଃସୁଣ୍ ବିତ୍ରେ କାତାବାଟ୍ୟା ବଃସିରିଲାର୍ ଦଃକି ସେମଃନ୍ ବେସି କାବାଅୟ୍ଲାୟ୍ ।”
ମଃତର୍ ମରିୟମ୍ ଇ କଃତାକ୍ ସୁଣି ଜଃବର୍ କାବା ଅୟ୍ଲି ଆର୍ ଇ କଃତାର୍ ବାବ୍ କାୟ୍ରି ବଃଲି ମଃନେ ମଃନେ ବାବୁକ୍ ଦଃର୍ଲି ।
ସେତାକ୍ ତାକେ ନିକକଃରି ଦଃକି, ଡିରିକଃରି କୟ୍ଲା, “ଏ ମାପ୍ରୁ କାୟ୍ରି ?” ସେ ତାକେ କୟ୍ଲା, “ଇସ୍ୱର୍ ତର୍ ପାର୍ତ୍ନା ଆର୍ ତର୍ ଦାନ୍ ଦେତା ତଃୟ୍ ସଃର୍ଦା ଅୟ୍ଆଚେ ଆର୍ ଉତୁର୍ ଦେଉଁକେ ଇଚା କଃରିଆଚେ ।
ତାକ୍ ଦଃକି ମୁଁୟ୍ ମଃଲା ହର୍ ଅୟ୍ ତାର୍ ହାଦ୍ ତଃଳେ ଅଦୁର୍ଲେ । ସେତାକ୍ ସେ ମର୍ ଉହ୍ରେ ବୁଜ୍ଣି ଆତ୍ ସଃଙ୍ଗାୟ୍ କୟ୍ଲା, “ଡିର୍ ନାୟ୍, ମୁଁୟ୍ ହଃର୍ତୁ ଆର୍ ସେସ୍ ।