12 ସେମଃନ୍ ତାକ୍ ହଃଚାର୍ଲାୟ୍, “ସେ କଃୟ୍ ?” ସେ ଲକ୍ କୟ୍ଲା, “ମୁୟ୍ ନଃଜାଣି ।”
12 ଯୀଶୁ କେଣେ ଆଚେ ବ୍ଲି ଲକ୍ମ୍ନ୍ ହ୍ଚାର୍ଲାକେ, ସେ ମୁଇ ନ୍ଜାଣିବ୍ଲି କଇଲା।
ଇତାକ୍ ଜିଉଦିମଃନ୍ ହଃର୍ବ୍ ବଃଳ୍ ଜିସୁକେ ଲଳୁ ଲଳୁ ହଃଚାର୍ଲାୟ୍, “ସେ କଃୟ୍ ?”
ସେ କୟ୍ଲା, “ଜାକେ ଜିସୁ ବଃଲି କଃଉତି ସେ ଲକ୍ ମାଟାୟ୍ କାଦ ଚଃଟ୍କି ମର୍ ଜୁଳେକ୍ ଅଃକାୟ୍ ଲାଗାୟ୍ଲା, ଆର୍ ମକ୍ କୟ୍ଲା, ସିଲହକେ ଜାୟ୍ ମୁଉଁ ଦୟ୍ଅଃଉ; ସେତାକ୍ ମୁୟ୍ ଗଃଲେ ଆର୍ ମୁଉଁ ଦଃୟ୍ ଅୟ୍ଲେ, ଆର୍ ଆକି ଦଃକୁକ୍ ହାର୍ଲେ ।”
ଆକି ଦଃକୁ ହାର୍ଲା ସେ ଜଃଲମ୍ କାଣାକେ ଲକ୍ମଃନ୍ ପାରୁସିମଃନାର୍ ଲଃଗେ ନିଲାୟ୍ ।