10 ସେତାକ୍ ଲକ୍ମଃନ୍ ତାକ୍ ହଃଚାର୍ଲାୟ୍, “ତଃବେ ତୁୟ୍ କଃନ୍କଃରି ଦଃକୁ ହାରୁଲିସ୍ ?”
10 ଲକ୍ମ୍ନ୍ ତାକେ ହ୍ଚାର୍ଲାଇ, “ତ୍ବେ ତୁଇ ଅବେ କ୍ନ୍କ୍ରି ଦ୍କୁଲିସ୍?”
ଆରେକ୍ ସେଲକ୍ ରାତିବଃଳ୍ ସୟ୍ଦ୍, ଆର୍ ଦିନ୍ ବଃଳ୍ ଉଟେଦ୍; ଆର୍ ବିଆନ୍ କଃନ୍କଃରି ଆକରି ବାଡେଦ୍ ଇରି ସେମାନାୟ୍ ନଃଜାଣେ ।
ନିକଦିମ ଜିସୁକେ କୟ୍ଲା, “ଇରିମଃନ୍ କଃନ୍କଃରି ଅଃଉଁ ହାରେ ?”
ଇତାର୍ ହଃଚେ ଜିସୁ ଗାଲିଲି ସଃମ୍ନ୍ଦାର୍ ବଃଲେକ୍ ତିବିରିଆ ସଃମ୍ନ୍ଦାର୍ ସେହାଟି ଗଃଲା ।
ସେ କୟ୍ଲା, “ଜାକେ ଜିସୁ ବଃଲି କଃଉତି ସେ ଲକ୍ ମାଟାୟ୍ କାଦ ଚଃଟ୍କି ମର୍ ଜୁଳେକ୍ ଅଃକାୟ୍ ଲାଗାୟ୍ଲା, ଆର୍ ମକ୍ କୟ୍ଲା, ସିଲହକେ ଜାୟ୍ ମୁଉଁ ଦୟ୍ଅଃଉ; ସେତାକ୍ ମୁୟ୍ ଗଃଲେ ଆର୍ ମୁଉଁ ଦଃୟ୍ ଅୟ୍ଲେ, ଆର୍ ଆକି ଦଃକୁକ୍ ହାର୍ଲେ ।”
ତଃବେ ପାରୁସିମଃନ୍ ଆରେକ୍ ତାକ୍ ହଃଚାର୍ଲାୟ୍, “କଃନ୍କଃରି ସେ ଆକି ଦଃକୁକ୍ ହାର୍ଲା,” ସେତାକ୍ ସେ ସେମଃନ୍କେ କୟ୍ଲା, “ମର୍ ଆକି ଉହ୍ରେ ସେ କଃଣ୍ଡେକ୍ କାଦ ଲାଗାୟ୍ଲା, ମୁୟ୍ ଜାୟ୍ ଦଃୟ୍ ଆୟ୍ଲେ, ଆର୍ ମୁୟ୍ ଅଃବେ ଆକି ଦଃକୁ ହାରୁଲେ ।”
ମଃତର୍ ସେ କଃନ୍କଃରି ଅଃବେ ଦଃକୁ ହାରୁଲା ଆର୍ କେ ତାକ୍ ଆକି ଦଃକାୟ୍ଲା, ସେରି ଅଃମି ନଃଜାଣୁ, ତାକ୍ ହଃଚାରା, ସେ ତ ବେଣ୍ଡ୍ୟା ଅୟ୍ଲା ଆଚେ, ଆର୍ ତାର୍ କଃତା ସେ ନିଜେ କଃଉ ହାରେ ।”
ସେତାକ୍ ସେମଃନ୍ ତାକ୍ ହଃଚାର୍ଲାୟ୍, “ତକ୍ ସେ କାୟ୍ କଃଲା, କଃନ୍କଃରି ସେ ତର୍ ଆକି ମେଲା କଃଲା ?”
କେ କେ କୟ୍ଲାୟ୍, “ଏ ତ ସେ,” ଆର୍ କେ କେ କୟ୍ଲାୟ୍, “ନାୟ୍, ସେ ନାୟ୍, ମଃତର୍ ତାର୍ ହର୍ ଡିସୁଲା ।” ମଃତର୍ ସେ ଲକ୍ କୟ୍ଲା, “ମୁୟ୍ ହଃକା ସେ ।”
କେ ହଃଚାରୁ ହାରେ, “ମଃଲା ଲକ୍ମଃନ୍ କଃନକଃରି ଉଟ୍ତି ? କଃନ୍କା ଗଃଗାଳେ ସେମଃନ୍ ଆସ୍ତି ?”