ଜହନ୍ 8:54 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍54 ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ଜଦି ନିଜ୍କେ ଜଃଜ୍ମାନ୍ କଃରୁଲେ, ତଃବେ ମର୍ ଜଃଜ୍ମାନାର୍ କାୟ୍ ମଲ୍ ନାୟ୍, ଜେ ମର୍ ଜଃଜ୍ମାନ୍ କଃରୁଲା, ସେ ମର୍ ଉବା, ଜାକେ ତୁମିମଃନ୍ ତୁମାର୍ ଇସ୍ୱର୍ ବଃଲି କଃଉଁଲାସ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ54 ଯୀଶୁ କଇଲା, “ମୁଇ ଯଦି ନିଜ୍କେ ବ୍ଡ୍ହାଣ୍ କ୍ରୁକେ ମ୍ନ୍ କ୍ଲେହ୍ଣି ତ୍ବେ ମର୍ ବ୍ଡ୍ହାଣ୍ ବେକାର୍, ଯେ ମକେ ବ୍ଡ୍ହାଣ୍ କ୍ରୁଲା, ସେ ମର୍ ଉବା ଜାକେ ତୁମିମ୍ନ୍ ଇଶ୍ୱର୍ ବ୍ଲି କ୍ମ୍ଲାସ୍। အခန်းကိုကြည့်ပါ။ |
ଇସ୍ୱର୍ ସେ ବାବ୍ବାଦିମଃନାର୍ ତଃୟ୍ ଜେ ଅଃହ୍ଣା ଅଃହ୍ଣାର୍ ସେବା ନଃକେରି ତୁମାର୍ ଜଃତୁନ୍ କଃର୍ତି ରିଲାୟ୍, ଇରି ସେମଃନ୍କାର ତଃୟ୍ ଜାଣାହ୍ଳିରିଲି, ଆର୍ ସେ ସଃବୁ କଃତା ସଃର୍ଗେହୁଣି ହଃଟାୟ୍ଲାର୍ ପବିତ୍ର ଆତ୍ମାର୍ ସଃକ୍ତିଏ ତୁମିମଃନାର୍ ହାକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକ୍ମଃନାର୍ ଗିନେ ଅଃବେ ତୁମି ମଃନ୍କେ ଜାଣାୟ୍ ଦିଆ ଅୟ୍ଆଚେ; ସେ ସଃବୁ ବିସୟ୍ ଦୁତ୍ମଃନ୍ ନିକକଃରି ଦଃକୁକ୍ ମଃନ୍କଃର୍ତି ।