45 ମଃତର୍ ମୁୟ୍ ସଃତ୍ କଃଉଁଲାକ୍ ତୁମିମଃନ୍ ମକ୍ ବିସ୍ୱାସ୍ ନଃକେରୁଲାସ୍ ।
45 ମ୍ତର୍ ମୁଇ ସ୍ତ୍ କ୍ମ୍ଲେ ଲାଗି ତୁମିମ୍ନ୍ ମକେ ବିଶ୍ବାସ୍ ନ୍କେରୁଲାସ୍।
ସେତାକ୍ ପିଲାତ ଜିସୁକେ ହଃଚାର୍ଲା, “ତଃବେ ତୁୟ୍ କାୟ୍ ଗଟେକ୍ ରଃଜା ?” ଜିସୁ ଉତୁର୍ ଦିଲା, “ତୁୟ୍ ତ କଃଉଁଲିସ୍, ମୁୟ୍ ଗଟେକ୍ ରଃଜା । ମୁୟ୍ ଜଃନ୍କଃରି ସଃତ୍ ବାଟ୍ୟା ଅୟ୍ ସାକି ଦଃୟ୍ନ୍ଦ୍, ଇତାର୍ ଗିନେ ମୁୟ୍ ଜଃଲମ୍ ଅୟ୍ ଆଚି ଆର୍ ଜଃଗତେ ଆସିଆଚି । ଜୁୟ୍ ଲକ୍ ସଃତାର୍ ହୟ୍ସି, ସେ ମର୍ କଃତା ସୁଣେଦ୍ ।”
କାୟ୍ତାକ୍ବଃଲେକ୍ ଜଃଗତ୍ ତୁମିକେ ଗିଣ୍ ନଃକେରେ । ମଃତର୍ ଜଃଗତ୍ ମକ୍ ଗିଣ୍ କଃରେଦ୍, କାୟ୍ତାକ୍ବଃଲେକ୍ ତାର୍ କାମ୍ ସଃବୁ କଃରାବ୍ ବଃଲି ମୁୟ୍ ସାକି ଦଃୟ୍ ଆସୁଲେ ।
ମୁୟ୍ ହାହି ବଃଲି ତୁମାର୍ ବିତ୍ରେ କେ ମକ୍ ହଃର୍ମାଣ୍ ଦେଉଁ ହାରେ ? ମୁୟ୍ ଜଦି ସଃତ୍ କୟ୍ଦ୍ ତୁମିମଃନ୍ କାୟ୍ତାକ୍ ମକ୍ ବିସ୍ୱାସ୍ ନଃକେରୁଲାସ୍ ?
ବଃଲେକ୍ ମୁୟ୍ଁ ତୁମିମଃନ୍କେ ସଃତ୍ କୟ୍ଲାକ୍ କି ତୁମିମଃନ୍କାର୍ ସଃତ୍ରୁ ଅୟ୍ ଆଚି ?
ଗାଦେକ୍ ଲକ୍ ତାର୍ ଅଃଦଃର୍ମେ ବେମ୍ରି ଅୟ୍ ନାସ୍ ଅଃଉତି । ଜୁୟ୍ ସଃତ୍କେ ମାନିକଃରି ତାର୍ ତଃୟ୍ ସଃତ୍କଃରି ସେମଃନ୍ ମୁକ୍ତି ହାୟ୍ ଲାୟ୍ ହୁଣି, ସଃତ୍କେ ଲାଡ୍ ନଃକେଲାର୍ ଗିନେ ସେମଃନାର୍ ଇ ଦଃସା ଗଃଟେଦ୍ ।