4 “ଏ ଗୁରୁ, ଇ ମାୟ୍ଜି ଦାରିକାମ୍ କଃର୍ତା ବଃଳ୍ ଦଃରା ହଃଳି ଆଚେ ।
4 “ଏଗୁରୁ ଇ ମାଇଜି ଦାରିକାମ୍ କ୍ର୍ତାବ୍ଳ୍ ଦ୍ରା ହ୍ଳିଆଚେ।
ମରିୟମାର୍ ଡକ୍ରାସି ଜସେପ୍ ଦଃର୍ମି ଲକ୍ ରିଲା, ତଃବାର୍ଗିନେ ସେ ମରିୟମ୍କ୍ ସଃବୁଲକାର୍ ମୁଏଁ ଲାଜ୍ କଃରାଉଁକ୍ ମଃନ୍ ନଃକେଲା, ଆର୍ ସେ ଲୁକ୍ଣେ ତାକ୍ ଚାଡୁକ୍ ମଃନ୍କଃଲା ।
ଆର୍ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ଦାରି କାମେ ଦଃରା ହଃଳ୍ଲା ଗଟେକ୍ ମାୟ୍ଜିକେ ଦଃରି ଆଣ୍ଲାୟ୍ ଆର୍ ସଃବୁ ଲକାର୍ ମଃଜାୟ୍ ଟିଆ କଃରି ଜିସୁକେ ହଃଚାର୍ଲାୟ୍,
ଅଃନ୍କା ମାୟ୍ଜିମଃନ୍କେ ଟେଳା ସୁତ୍ରି ମାରୁକ୍ ମସା ଅଃମିକ୍ ବିଦି ତଃୟ୍ ଆଡର୍ ଦଃୟ୍ଆଚେ । ତଃବେ ତୁୟ୍ ଇ ବିସୟେ କାୟ୍ ବଃଲୁଲିସ୍ ?”