32 ତୁମିମଃନ୍ ସଃତ୍ ଜାଣାସ୍, ଆର୍ ସେ ସଃତ୍ ତୁମିମଃନ୍କେ ମୁକ୍ଳାୟ୍ଦ୍ ।”
32 ଆରେକ୍ ତୁମିମ୍ନ୍ ସ୍ତ୍କେ ଜାଣାସ୍ ଆର୍ ସେ ସ୍ତ୍ ତୁମୁକ୍ମ୍ନ୍ ମୁକ୍ଳାଇଦ୍।”
ମର୍ ଜିଅଡି ଅଃହ୍ଣା ଅଃହ୍ଣାର୍ କଃନ୍ଦେ ବଃଉଆ, ଆର୍ ମର୍ ତଃୟ୍ହୁଣି ସିକା, କାୟ୍ତାକ୍ବଃଲେକ୍ ମୁଁୟ୍ ନିଜେ ଦିର୍ ଆର୍ ମଃନ୍ ସୁଦାର୍ ଅୟ୍ ଆଚି, ସେତାକ୍ ତୁମିମଃନ୍ ମର୍ ତଃୟ୍ ଜିବନ୍ ବିତ୍ରେ ବିସାଉଁ ହାରାସ୍ ।
ଆର୍ ସେ ବଃଚନ୍ ନଃର୍ ମାନାୟ୍ ଅୟ୍ଲା, ଆର୍ ଦଃୟା ଆର୍ ସଃତ୍ ସଃଙ୍ଗ୍ ହୁରୁଣ୍ ଅୟ୍ ଅଃମାର୍ ବିତ୍ରେ ବାସା କଃଲା; ଆର୍ ଉବାର୍ ତଃୟ୍ହୁଣି ଆୟ୍ଲା ଗଟେକ୍ ବଃଲି ହୟ୍ସିର୍ ଜଃଜ୍ମାନ୍ ହାୟ୍ରିଲା ହର୍ ତାର୍ ଜଃଜ୍ମାନ୍ ଦଃକ୍ଲୁ ।
ବଃଲେକ୍ ଇସ୍ୱର୍ ମସାର୍ ଦଃୟ୍କଃରି ବିଦି ଦିଲା, ମଃତର୍ ଦଃୟା ଆର୍ ସଃତ୍ ଜିସୁ କ୍ରିସ୍ଟର୍ ଆସିର୍ବାଦ୍ ତଃୟ୍ହୁଣି ଆୟ୍ଲି ।
ଜିସୁ ତାକ୍ କୟ୍ଲା, “ମୁୟ୍ ବାଟ୍, ସଃତ୍ ଆର୍ ଜିବନ୍, ମର୍ ଦଃୟ୍ ନଃଗେଲେକ୍ କେ ହେଁ ଉବାର୍ ହାକ୍ ଜଃଉଁ ନାହାରେ ।
ମଃତର୍ ସେ, ବଃଲେକ୍ ସଃତ୍ ଆତ୍ମା ଆୟ୍ଲେକ୍, ସେ ବାଟ୍ ଦଃକାୟ୍ ତୁମିମଃନ୍କେ ସଃବୁ ସଃତ୍ ବିତ୍ରେ ନଃୟ୍ଦ୍, କାୟ୍ତାକ୍ବଃଲେକ୍ ସେ ଅଃହ୍ଣାର୍ ତଃୟ୍ହୁଣି କଃତା ନଃକୟ୍ଁ, ମଃତର୍ ଜାୟ୍ ଜାୟ୍ରି ସୁଣେଦ୍ ସେରି ସଃବୁ କୟ୍ଦ୍, ଆରେକ୍ ଜାୟ୍ରି ଆଗେ ଗଃଟୁକ୍ ଆଚେ ସେରି କୟ୍ଦ୍ ।
ସଃତ୍ ସଃଙ୍ଗ୍ ସେମଃନ୍କେ ପବିତ୍ର କଃର୍, ତର୍ ବଃଚନ୍ ତ ସଃତ୍ ।
ବାବ୍ବାଦିମଃନ୍ ଦଃର୍ମ୍ ସାସ୍ତରେ ଲେକି ଆଚ୍ତି, “ଇସ୍ୱର୍ ତଃୟ୍ ହଃକା ସଃବୁ ଲକ୍ ସିକ୍ୟା ହାଉତି ।” ଜୁୟ୍ ଲକ୍ ଉବାର୍ କଃତା ସୁଣି ତାର୍ ତଃୟ୍ହୁଣି ସିକ୍ୟା ହାୟ୍ଦ୍, ସେ ମର୍ ତଃୟ୍ ଆସେଦ୍ ।
ଜେ ଜଦି ଇସ୍ୱରାର୍ ଇଚା ହୁରୁଣ୍ କଃରୁକେ ମଃନ୍ କଃରେଦ୍, ତଃବେ ମର୍ ସିକ୍ୟା ଇସ୍ୱର୍ ତଃୟ୍ହୁଣି ଆସିଆଚେ, କି ମୁୟ୍ ମର୍ ନିଜାର୍ ଅଃଦିକାରେ କଃଉଁଲେ, ସେରି ସେ ଜାଣୁ ହାରେ ।
ବଃଲେକ୍ ହଅ ଜଦି ତୁମିମଃନ୍କେ ମୁକ୍ଳାୟ୍ଦ୍, ତଃବେ ତୁମିମଃନ୍ ନିଜ୍କଃରି ମୁକ୍ଳାସ୍ ।
ମଃତର୍ ଅଃବେ ତୁମିମଃନ୍ ହାହାର୍ ତଃଳେ ହୁଣି ମୁକ୍ଳି କଃରି ଇସ୍ୱରାର୍ ଗତିଦଃଙ୍ଗ୍ଳା ଅୟ୍ ଆଚାସ୍ । ଇତିର୍ ଲାବ୍ ଅଃଉଁଲି, ଇସ୍ୱରାର୍ ତଃୟ୍ ହୁରାହୁରି ଆତ୍ମାୟ୍ ହୁର୍ତାର୍ ଆର୍ ଇତିର୍ ହଃଳ୍ ଅଃମ୍ବର୍ ଜିବନ୍ ।
କାୟ୍ତାକ୍ବଃଲେକ୍ ଇସ୍ୱର୍ ଦିଲା ସେ ଆତ୍ମା ତୁମିମଃନ୍କେ ଗତି ତଃୟ୍ ହୁଣି ମୁକ୍ତି କଃରିଆଚେ, ତୁମି ଆରେକ୍ ଡିର୍ତା ଲଳାନାୟ୍ । ମଃତର୍ ପବିତ୍ର ଆତ୍ମା ତୁମିମଃନ୍କେ ଇସ୍ୱରାର୍ ହିଲା ଅଃଉତାର୍ ଅଃଦିକାର୍ ଦଃୟ୍ ଆଚେ । ସେତାର୍ ଗିନେ ଅଃମି ଅଃବେ ଇସ୍ୱର୍କେ “ଉବା” ବଃଲି କଃଉଁଲୁ ।
ପବିତ୍ର ଆତ୍ମା ଜୁୟ୍ ବିଦି ଦଃୟ୍ ଅଃମିକ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ମିସାୟ୍ କଃରି ଜିବନ୍ ଦଃୟ୍ଆଚେ, ସେତାର୍ ଗିନେ ଅଃମିମଃନ୍ ହାହ୍ ଆର୍ ମଃର୍ନାର୍ ବିଦି ତଃୟ୍ହୁଣି ମୁକ୍ଳି ଆଚୁ ।
କାୟ୍ତାକ୍ବଃଲେକ୍ ଜେ ଗତିଦଃଙ୍ଗ୍ଳା ଅୟ୍ କୁଦାୟ୍ ଅୟ୍ଆଚେ, ସେ ମାପ୍ରୁର୍ ମୁକ୍ତ୍ ଲକ୍, ସେରଃକମ୍ ଜେ ମୁକ୍ତ୍ ଅୟ୍ କୁଦାୟ୍ ଅୟ୍ଆଚେ, ସେ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ।
ମୁକୁଳ୍ତା ଗିନେ କ୍ରିସ୍ଟ ଅଃମିମଃନ୍କ୍ ମୁକ୍ଳାୟ୍ ଆଚେ; ବଃଲେକ୍ ତିର୍ ଅୟ୍ରିଆ ଆର୍ ଗତିଦଃଙ୍ଗ୍ଳାର୍ ଜିଅଡାୟ୍ ଆରେକ୍ ଗଟ୍ତର୍ ଜଳାୟ୍ ନଃୱା ।
କାୟ୍ତାକ୍ବଃଲେକ୍ ଏ ବାୟ୍ବେଣିମଃନ୍ ତୁମିମଃନ୍ ମୁକ୍ଳୁକ୍ କୁଦା ଅୟ୍ ଆଚାସ୍, ମଃତର୍ ଜଃଗ୍ରାତ୍, ଅଃବ୍କା ତୁମାର୍ ମୁକୁଳ୍ତା ଗିନେ କେ ଗଃଗାଳାର୍ ଇଚା ହୁରୁଣ୍ କଃର୍ତାର୍ ଗିନେ ଚାଲ୍ଚାଲ୍ତି ନଃକେର; ମଃତର୍ ଲାଡେ ତୁମାର୍ ବିତ୍ରେ ଏକ୍ ଆରେକ୍ ସେବାକଃର ।
ଇ ମାୟ୍ଜିମଃନ୍ ସଃବୁବଃଳ୍ ସିକ୍ତି ରିଲେକ୍ ହେଁ ସଃତ୍ ଜାଣୁକ୍ କଃବେ ହେଁ ନଃହାର୍ତି ।
ମଃତର୍ ନଃର୍ମଃନାର୍ ମୁକ୍ତି ହାୟ୍ଁ ଗଟେକ୍ ହୁର୍ନ୍ ବିଦି ଆଚେ । ଜୁୟ୍ଲକ୍ ସେରି ସୁଣିକଃରି ହାସ୍ରି ନଃଜାୟ୍ ଆର୍ ସେ ବିଦିକେ ମଃନ୍ହଃରାଣ୍ ଦଃୟ୍ ନିଜାର୍ ଜିବନେ ମାନେଦ୍, ତାର୍ ସଃବୁ କାମ୍କେ ଇସ୍ୱର୍ ଆସିର୍ବାଦ୍ କଃରେଦ୍ ।
ଜୁୟ୍ ମୁକ୍ତି ସାଦୁନ୍ କାରି ମସାର୍ ବିଦି ଦଃୟ୍ ଜେ ତୁମିମଃନ୍ ବିଚାର୍ କଃରାୟ୍ ଅଃଉଆସ୍, ଇରି ଜାଣି ସେବାନ୍ୟା କଃତା କଃଉଆ ଆର୍ କାମ୍ କଃରା ।
ତୁମିମଃନାର୍ ତଃଳେ ନଃରିଲେକ୍ ହେଁ ତୁମିମଃନାର୍ ମୁକୁଳ୍ଲାର୍ ଦୁସ୍ଟ୍ କାମାର୍ ଡାହ୍ଣା ହର୍ ବେବାର୍ ନଃକେରି ଇସ୍ୱରାର୍ ଗତିଦଃଙ୍ଗ୍ଳା ଅୟ୍ ନିକ କାମ୍ କଃରା ।
ପାରାଚିନ୍ ଜେ ମୁଁୟ୍, ମୁଁୟ୍ ମାପ୍ରୁ ବାଚ୍ଲା ମାୟ୍ଜିଟକି, ଆର୍ ଇସ୍ୱରାର୍ ହିଲାମଃନାର୍ ହାକ୍ ଇ ଚିଟି ଲେକୁଲେ । ସେମଃନ୍କେ ମୁଁୟ୍ ସଃତ୍କଃରି ଲାଡ୍ କଃରୁଲେ, ଆର୍ ଅଃକାୟ୍ ମୁଁୟ୍ ନାୟ୍ ମଃତର୍ ସଃତ୍ ଜାଣି ରେତା ସଃବୁ ଲକ୍ ହେଁ ଲାଡ୍ କଃର୍ତି ।