27 ଜିସୁ ତାର୍ ଉବାସିର୍ କଃତା କଃଉଁଲା, ଇରି ସେମଃନ୍ ବୁଜୁ ନଃହାୟ୍ଲାୟ୍ ।
27 ଉବା ଇଶ୍ଵର୍କେ ଦ୍କାଇକ୍ରି ଯୀଶୁ ଇକ୍ତା କଇରିଲା ବ୍ଲି ସେମ୍ନ୍ ବୁଜୁ ନ୍ହାର୍ଲାଇ।
ତୁମିମଃନାର୍ କଃତା କଃଉଁକେ ଆର୍ ତୁମିମଃନ୍କେ ବିଚାର୍ କଃରୁକେ ମର୍ ଗାଦେକ୍ କଃତା ଆଚେ । ମଃତର୍ ମକେ ଜେ ହଃଟାୟ୍ଲା ଆଚେ, ସେ ସଃତ୍, ତାର୍ ତଃୟ୍ହୁଣି ଜାୟ୍ରି ସୁଣି ଆଚି, ସେରି ଜଃଗତ୍କେ ଜାଣାଉଁଲେ ।”
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ଜଃଡେବଃଳ୍ ତୁମିମଃନ୍ ନଃରାର୍ ହୟ୍ସିକ୍ ଉହ୍ରେ ଉଟା ଅୟ୍ଦ୍, ସଃଡେବଃଳ୍ ମୁୟ୍ ଜେ, ମୁୟ୍ ସେ ମାନାୟ୍; ଆର୍ ମୁୟ୍ ନିଜାର୍ ଅଃଦିକାରେ କାୟ୍ରି ହେଁ ନଃକେରି, ମଃତର୍ ଉବା ମକ୍ ଜଃନ୍କଃରି ସିକ୍ୟା ଦଃୟ୍ଆଚେ, ସେନ୍କଃରି ଇସଃବୁ କଃତା ଜେ କଃଉଁଲେ, ଇରି ତୁମିମଃନ୍ ବୁଜୁ ହାରାସ୍ ।
ମୁୟ୍ ଜାୟ୍ରି କଃଉଁଲେ, ତୁମିମଃନ୍ କାୟ୍ତାକ୍ ବୁଜୁ ନଃହାରୁଲାସ୍ ? କାୟ୍ତାକ୍ବଃଲେକ୍ ତୁମିମଃନ୍ ମର୍ ସିକ୍ୟା ସୁଣି ସଃମ୍ବାଳୁ ନଃହାରୁଲାସ୍ ।
ଜେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ସେ ଇସ୍ୱରାର୍ କଃତା ସୁଣେଦ୍, ତୁମିମଃନ୍ ଇସ୍ୱର୍ ତଃୟ୍ହୁଣି ଜଃଲମ୍ ନଃଉଁଆସ୍, ସେତାକ୍ ମର୍ କଃତା ନଃସୁଣୁଲାସ୍ ।”