53 ଆର୍ ସେମଃନ୍ ସଃବୁଲକ୍ ଅଃହ୍ଣା ଅଃହ୍ଣାର୍ ଗଃରେ ଗଃଲାୟ୍ ।
53 ତାର୍ ହ୍ଚେ ସେ ସ୍ବୁ ଲକ୍ମ୍ନ୍ ତାକାର୍ ତାକାର୍ ଗ୍ରେ ଲେଉଟି ଗ୍ଲାଇ।
ଜିଉଦିମଃନ୍ କୟ୍ଲାୟ୍, “ତୁୟ୍ ହେଁ କାୟ୍ ଗଟେକ୍ ଗାଲିଲିର୍ ଲକ୍ ? ବଃଲ୍କଃରି ସାସ୍ତର୍ ହଳ୍, ତଃବେ ଗାଲିଲି ତଃୟ୍ହୁଣି କୁୟ୍ ବାବ୍ବାଦି ହେଁ ଜଃଲମ୍ ଅଃଉଁ ନାହାରେ, ଇ କଃତା ତୁୟ୍ ଜାଣୁ ହାର୍ସି ।”
ତାର୍ହଃଚେ ଜିସୁ ଜିତ୍ ଡଙ୍ଗ୍ରେ ଗଃଲା ।
ଆର୍ ଅଃମାର୍ ବିତ୍ରେ ମେଲାଣି ଦିଲୁ, ହଃଚେ ଅଃମିମଃନ୍ ଡଙ୍ଗାୟ୍ ଚଃଗ୍ଲୁ ଆର୍ ସେମଃନ୍ ଗଃର୍କେ ବାଉଳି ଗଃଳାୟ୍ ।