5 ବଃଲେକ୍ ତାର୍ ବାୟ୍ମଃନ୍ ହେଁ ତାକେ ବିସ୍ୱାସ୍ ନଃକେର୍ତିରିଲାୟ୍ ।
5 ତାର୍ ବାଇସିମ୍ନ୍ ହେଁ ତାର୍ ଲ୍ଗେ ବିଶ୍ବାସ୍ ନ୍କେର୍ତିରିଲାଇ।
ଜିସୁ ଲକ୍ମଃନ୍କେ ଇ କଃତା କଃଉତା ବଃଳ୍, ତାର୍ ଆୟ୍ସି ଆର୍ ତାର୍ ବାୟ୍ସିମଃନ୍ ତାର୍ ସଃଙ୍ଗ୍ ଟଣ୍ଡ୍ ଅଃଉଁକେ ମଃନ୍କଃରି ହଃଦାୟ୍ ଟିଆ ଅୟ୍ରିଲାୟ୍ ।
ଜଃଡେବଃଳ୍ ଜିସୁର୍ ଗଃରାର୍ ଲକ୍ ଇ କଃତା ସୁଣ୍ଲାୟ୍, ସଃଡେବଃଳ୍ ସେମଃନ୍ ଜିସୁକେ ବାଉଳାୟ୍ ଆଣୁକେ ଗଃଳାୟ୍, କାୟ୍ତାକ୍ବଃଲେକ୍, “ଜିସୁର୍ ମୁଣ୍ଡ୍ ବଃୟା ଅୟ୍ଲି,” ବଃଲି ଲକ୍ମଃନ୍ କଃଉଆକଇ ଅଃଉତି ରିଲାୟ୍ ।
ମଃତର୍ ଜିସୁର୍ ବାୟ୍ସିମଃନ୍ ହଃର୍ବ୍କେ ଗଃଲା ହଃଚେ, ଜିସୁ ହେଁ ଗଃଲା । ଜାଣ୍ତେ ନାୟ୍ ମଃତର୍ ଗଟ୍ ରଃକମ୍ ଲୁକ୍ଣେ ।
ସେତାକ୍ ଜିସୁର୍ ବାୟ୍ମଃନ୍ ତାକ୍ କୟ୍ଲାୟ୍, “ଇ ଜଃଗା ଚାଡି ଜିଉଦା ଦେସେ ଜାଆ, ତୁୟ୍ କଃର୍ତା କାମ୍ ସଃବୁ ସେତି ତର୍ ଲଃଗେ ଆସ୍ତା ଚେଲାମଃନ୍ ଦଃକତ୍ ।
ବଃଲେକ୍ କେ ନିଜ୍କେ ଜାଣାୟ୍ ଅଃଉଁକେ ମଃନ୍ କଃଲେକ୍, ସେ ଅଃହ୍ଣାର୍ କାମ୍ ଲୁକାୟ୍କଃରି ନଃକେରେ, ତୁୟ୍ ଜଃଡେବଃଳ୍ ଇ ସଃବୁ କାମ୍ କଃରୁଲିସ୍, ତଃବେ ଜଃଗତାର୍ ସଃବୁ ତକେ ଜାଣତ୍ ।”