43 ସେତାକ୍ ଲକ୍ମଃନାର୍ ବିତ୍ରେ ଜିସୁର୍ ଗିନେ ଲକ୍ମଃନାର୍ କଃତା ବିନ୍ବିନ୍ ଅୟ୍ଲି ।
43 ସେତାକ୍ ଯୀଶୁର୍ ଗିନେ ଲକ୍ମ୍ନ୍କାର୍ ବିତ୍ରେ ବାଗ୍ ବାଗ୍ ଅଇଲି।
କାୟ୍ତାକ୍ବଃଲେକ୍ ଉବାସି ସଃଙ୍ଗ୍ ହୟ୍ସି ଆର୍ ଆୟ୍ସି ସଃଙ୍ଗ୍ ଜିସିର୍ ଆର୍ ସଃତୁର୍ସି ସଃଙ୍ଗ୍ ବୁଆର୍ସିର୍ ବିରଦି କଃରୁକେ ଆସିଆଚି ।
ମୁଁୟ୍ ହୁର୍ତିବିଏ ସୁସ୍ତା ଦେଉଁକେ ଆସି ଆଚି ବଃଲି କାୟ୍ ତୁମିମଃନ୍ ମଃନେ କଃରୁଲାସ୍ ? ମୁଁୟ୍ ତୁମିମଃନ୍କେ କଃଉଁଲେ, ନାୟ୍, ମଃତର୍ ବେଗଳ୍ କଃରୁକେ ଆସିଆଚି ।
ଜିସୁର୍ ଇ କଃତାର୍ ଗିନେ ଆରେକ୍ ଜିଉଦି ଲକ୍ମଃନାର୍ ବିତ୍ରେ କଃତା ବିନ୍ବିନ୍ ଅୟ୍ଲି ।
ଆର୍ ଲକ୍ମଃନ୍ ଜିସୁର୍ ବିସୟେ କୁସୁର୍କାସାର୍ ଅୟ୍ କଃତାବାର୍ତା ଅଃଉତି ରିଲାୟ୍ । କେ କେ କୟ୍ଲାୟ୍, “ସେ ଗଟେକ୍ ସଃତ୍ ଲକ୍,” ଆର୍ କେ କେ କୟ୍ଲାୟ୍, “ନାୟ୍, ସେ ଲକ୍ମଃନ୍କେ ବୁଲ୍ ବାଟ୍କେ ନେଉଁଲା ।”
ସେତାକ୍ ପାରୁସିମଃନାର୍ ବିତ୍ରେ କେ କେ କୟ୍ଲାୟ୍, “ଜେ ଇ ଚିନ୍ କଃରି ଆଚେ, ସେ ଇସ୍ୱର୍ ତଃୟ୍ହୁଣି ନାସେ, ବଃଲେକ୍ ସେ ବିସାଉଁଣିବାର୍ ଦିନ୍ ମେଣ୍ଡୁଲା ।” ଆର୍ କେ କେ କୟ୍ଲାୟ୍, “ଗଟେକ୍ ହାହି ଲକ୍ କଃନ୍କଃରି ଇରଃକମ୍ କାବା ଅଃଉତା କାମ୍ କଃରୁହାରେ ?” ଇ କଃତାର୍ ଗିନେ ତାକାର୍ ବିତ୍ରେ କଃତା ବିନ୍ବିନ୍ ଅୟ୍ଲି ।
ମଃତର୍ ଗଃଳାର୍ ଲକ୍ମଃନ୍ ଦୁୟ୍ ବାଗ୍ ଅୟ୍ଲାୟ୍, ଗଟ୍ ଦଃଳେ ଜିଉଦିମଃନାର୍ ହାକ୍, ଆରେକ୍ ଗଟ୍ ଦଃଳ୍ ପେରିତ୍ ମଃନାର୍ ହାକ୍ ଅୟ୍ଲାୟ୍ ।