ଜହନ୍ 6:70 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍70 ଜିସୁ ସେମଃନ୍କେ କୟ୍ଲା, “ମୁୟ୍ କାୟ୍ ତୁମିକେ ବାର ଲକ୍କେ ବାଚ୍ଲାର୍ ନାୟ୍ ? ଅୟ୍ଲେକ୍ ହେଁ ତୁମାର୍ ବିତ୍ରେ ଗଟ୍ ଲକ୍ ସୟ୍ତାନ୍ ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ70 ଯୀଶୁ ସେମ୍ନ୍କେ କଇଲା, “ମୁଇ ତୁମୁକେ ବାରଗଟ୍ ଚେଲାମ୍ନ୍କେ ବାଚି ନ୍କେରି କି? ମ୍ତର୍ ତୁମାର୍ ବିତ୍ରେ ଗଟେକ୍ ଶଇତାନ୍ ଆଚେ।” အခန်းကိုကြည့်ပါ။ |
ସେମଃନାର୍ ସଃଙ୍ଗ୍ ରେତି ରିଲାବଃଳ୍ ମୁୟ୍ ସେମଃନ୍କେ ତର୍ ନାଉଁଆର୍ ସଃକ୍ତିୟେ ବାଚାୟ୍ ଆସିଆଚି, ଜୁୟ୍ ନାଉଁ ତୁୟ୍ ମକ୍ ଦଃୟ୍ଆଚ୍ସି; ଆର୍ ମୁୟ୍ ସେମଃନ୍କେ ଜଃଗ୍ରାତ୍ କଃରି ବାଚାୟ୍ ଆଚି ଆର୍ ଦଃର୍ମ୍ ସାସ୍ତର୍ ତଃୟ୍ର୍ ବଃଚନ୍ ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ଜୁୟ୍ ଲକ୍ ନଃସ୍ଟ୍ ଅଃଉଁକେ ରିଲି ସେ ହଃକା ନଃସ୍ଟ୍ ଅୟ୍ଲା ଆଚେ ଆର୍ ସେମଃନାର୍ ବିତ୍ରେ ଗଟେକ୍ ହେଁ ନଃସ୍ଟ୍ ନଃଉତି ।
ତୁମାର୍ ଉବାଦି ସୟ୍ତାନ୍, ତାର୍ ଇଚା ହଃର୍କାରେ ତାର୍ କାମ୍ କଃରୁକେ ତୁମାର୍ ମଃନ୍; ରାଜି ଉବୁଜ୍ଲା ଦିନ୍ ହୁଣି ସେ ନଃର୍ ମାରୁ ରିଲା, ଆର୍ ସେ କଃବେ ସଃତ୍ ବାଟ୍ୟା ନଃରେୟ୍, କାୟ୍ତାକ୍ବଃଲେକ୍ ତାର୍ ତଃୟ୍ ସଃତ୍ ନାୟ୍, ଜଃଡେବଃଳ୍ ସେ ମିଚ୍ କୟ୍ଦ୍, ସଃଡେବଃଳ୍ ସେ ନିଜାର୍ ତଃୟ୍ହୁଣି କୟ୍ଦ୍ । କାୟ୍ତାକ୍ବଃଲେକ୍ ସେ ମିଚ୍ ଆର୍ ସେ ସଃବୁ ମିଚୁଆମଃନାର୍ ଉବାସି ।