ଜହନ୍ 6:61 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍61 ମଃତର୍ ଜିସୁ, ତାର୍ ଚେଲାମଃନ୍ ଜେ ସେ କଃତାକ୍ ଗାଣେଞ୍ଜ୍ କଃଉଁଲାୟ୍, ସେରି ମଃନେ ଜାଣୁ ହାରି ସେମଃନ୍କେ କୟ୍ଲା, “ଇରି କାୟ୍ ତୁମିମଃନାର୍ ବାଦା ଅଃଉଁଲି ? အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ61 ଇ ବିଷୟେ କେ ଯୀଶୁକେ କ୍ମ୍ ନାହାର୍ତି ରିଲାଇ, ମ୍ତର୍ ଚେଲାମ୍ନ୍ ତାକାର୍ ତାକାର୍ ବିତ୍ରେ କ୍ରାପ୍ ବାବୁଲାଇ ବ୍ଲି ବାବିକ୍ରି ସେ ସେମନ୍କେ କଇଲା, କାଇତାକ୍ ତୁମିମ୍ନ୍ ଇ କ୍ତାଇ ମନ୍ ଉଣା କ୍ରୁଲାସ୍? အခန်းကိုကြည့်ပါ။ |
ଚେଲାମଃନ୍ ତାକ୍ ଗଃଉଆରି କଃରୁକେ ମଃନ୍ କଃରୁଲାୟ୍ ବଃଲି ଜାଣୁ ହାରି, ଜିସୁ ସେମଃନ୍କେ କୟ୍ଲା, “ଅଃଳକ୍ ବେଳା ଆଚେ, ତୁମିମଃନ୍ ମକ୍ ଦଃକୁ ନାହାରାସ୍, ଆରେକ୍ ଗଟ୍ତର୍ ଅଃଳକ୍ ବେଳ୍ ଗଃଲା ହଃଚେ ତୁମିମଃନ୍ ମକ୍ ଦଃକୁ ହାରାସ୍, ମୁୟ୍ ଇ ଜୁୟ୍ କଃତା କୟ୍ଲେ, ସେ କଃତାକ୍ ଦଃରି ତୁମିମଃନ୍ ନିଜାର୍ ନିଜାର୍ ବିତ୍ରେ କାୟ୍ବଃଲି କଃଉଆକଇ ଅଃଉଁଲାସ୍ ?
ଜିସୁ ଇତାର୍ ସଃଙ୍ଗ୍ ତିନିତର୍ ତାକ୍ ହଃଚାର୍ଲା, “ଏ ଜହନାର୍ ହୟ୍ସି ସିମନ୍, ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍ ?” ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍ ? ଇରି କୟ୍ ସେ ତିନିତର୍ ପିତର୍କେ ହଃଚାର୍ଲାକ୍ ପିତର୍ ଦୁକ୍ ଅୟ୍ ତାକ୍ କୟ୍ଲା, “ମାପ୍ରୁ, ତୁୟ୍ ସଃବୁ କଃତା ଜାଣି ଆଚ୍ସି; ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।” ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡାମଃନ୍କେ ଚଃରାଉ ।