ଜହନ୍ 6:43 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍43 ଜିସୁ ସେମଃନ୍କେ କୟ୍ଲା, “ଇ ସଃବୁ ଗାଣେଞ୍ଜ୍ କଃତା ଚାଡା ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ43 ଯୀଶୁ ସେମ୍ନ୍କେ କଇଲା, “ଇ ସ୍ବୁ କ୍ତାବାର୍ତା ବ୍ନ୍ଦ୍ କ୍ରା। အခန်းကိုကြည့်ပါ။ |
ଚେଲାମଃନ୍ ତାକ୍ ଗଃଉଆରି କଃରୁକେ ମଃନ୍ କଃରୁଲାୟ୍ ବଃଲି ଜାଣୁ ହାରି, ଜିସୁ ସେମଃନ୍କେ କୟ୍ଲା, “ଅଃଳକ୍ ବେଳା ଆଚେ, ତୁମିମଃନ୍ ମକ୍ ଦଃକୁ ନାହାରାସ୍, ଆରେକ୍ ଗଟ୍ତର୍ ଅଃଳକ୍ ବେଳ୍ ଗଃଲା ହଃଚେ ତୁମିମଃନ୍ ମକ୍ ଦଃକୁ ହାରାସ୍, ମୁୟ୍ ଇ ଜୁୟ୍ କଃତା କୟ୍ଲେ, ସେ କଃତାକ୍ ଦଃରି ତୁମିମଃନ୍ ନିଜାର୍ ନିଜାର୍ ବିତ୍ରେ କାୟ୍ବଃଲି କଃଉଆକଇ ଅଃଉଁଲାସ୍ ?