4 ସଃଡେବଃଳ୍ ଜିଉଦିମଃନାର୍ ମୁକ୍ଳାଉଁଣି ହଃର୍ବ୍ ଚଃମେ ଅୟ୍ ଆସ୍ତି ରିଲି ।
4 ସେଡେବ୍ଳ୍ ଯିହୁଦିମ୍ନ୍କାର୍ ନିସ୍ତାର୍ ହ୍ର୍ବ୍ ଲ୍ଗେ ଅଇ ଆସିରିଲି।
ସଃଡେବଃଳ୍ ଜିଉଦିମଃନାର୍ ମୁକ୍ଳାଉଁଣି ହଃର୍ବ୍ ଲଃଗେ ଆସ୍ତିରିଲି, ଆରେକ୍ ଗାଉଁଏମଃନ୍ ହୁଣି ଅଃହ୍ଣା ଅଃହ୍ଣାକ୍ ନିର୍ମୁଳ୍ କଃରୁକେ ମୁକ୍ତି ହଃର୍ବ୍ ଆଗ୍ତୁ ଜିରୁସାଲମେ ଗଃଲାୟ୍ ।
ଇ ବିତ୍ରେ ଜିସୁ ମୁକ୍ଳାଉଁଣି ହଃର୍ବ୍ ଅଃଉତା ଚଅ ଦିନ୍ ଆଗ୍ତୁ ବେତାନିଆ ଗଃଳେ ଗଃଲା; ସେତି ଲାଜାରାର୍ ଗଃର୍ ରିଲି, ଜୁୟ୍ ମଃରିରିଲା ଲାଜାର୍କେ ଜିସୁ ଉଟାୟ୍ରିଲା ।
ମୁକ୍ଳାଉଁଣି ହଃର୍ବ୍ ଅଃଉତା ଆଗ୍ତୁ ଜିସୁ ଇ ଜଃଗତେ ହୁଣି ଉବାସିର୍ ହାକ୍ ତାର୍ ଜାତା ବେଳା ହଚିଆଚେ ବଃଲି ଜାଣି ଜଃଗତେ ରିଲା ନିଜାର୍ ଜୁୟ୍ ଲକ୍ମଃନ୍କେ ସେ ଲାଡ୍ କଃରି ଆସ୍ତି ରିଲା, ସେମଃନ୍କେ ତାର୍ ଜିବନାର୍ ସଃରାସଃରି ଲାଡ୍ କଃଲା ।
ସଃଡେବଃଳ୍ ଜିଉଦିମଃନାର୍ ମୁକ୍ଳାଉଁଣି ହଃର୍ବ୍ ଚଃମେ ଅୟ୍ ଆସିରିଲି, ଆର୍ ଜିସୁ ଜିରୁସାଲମେ ଗଃଲା ।
ଇତାର୍ ହଃଚେ ଜିଉଦିମଃନାର୍ ଗଟ୍ ହଃର୍ବ ଆୟ୍ଲି, ଆର୍ ଜିସୁ ଜିରୁସାଲମେ ଗଃଲା ।