34 ସେମଃନ୍ ଜିସୁକେ କୟ୍ଲାୟ୍, “ମାପ୍ରୁ, ଅଃମିକ୍ ସଃବୁବଃଳ୍ ଇ କାଦି ଦେ ।”
34 ସେମ୍ନ୍ ତାକେ କଇଲାଇ, “ମାପ୍ରୁ ସ୍ବୁବ୍ଳ୍ ଅମୁକ୍ମ୍ନ୍ ଇ କାଦି ଦେ।”
ସେ ମାୟ୍ଜି କୟ୍ଲି, “ଏ ମାପ୍ରୁ, ମକ୍ ସେ ହାଣି ଦେ, ଜଃନ୍କଃରି ମକ୍ କଃବେ ସସ୍ ନଃଲାଗେ, ଆରେକ୍ ହାଣି କାଡୁକ୍ ଅଃତେକ୍ ବାଟ୍ ଆସୁକ୍ ନଃହେଳେ ।”
ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମର୍ କାବା ଅଃଉତା ଚିନ୍ ଦଃକି, ମକେ ଲଳୁକ୍ ନାସାସ୍ । ମଃତର୍ ରୁଟି କାୟ୍ ଆଦାର୍ ହୁର୍ଲାକ୍ ମକେ ଲଳୁଲାସ୍ ।
ମୁୟ୍ଁ ଜେ ମିଚ୍ ନଃକଃଉଁଲେ, ଇରି ମାପ୍ରୁ ଜିସୁର୍ ଇସ୍ୱର୍ ଉବା ଜାଣୁଲା; ସେ ଜୁଗେଜୁଗେ ଦନ୍ୟ ।