20 ମଃତର୍ ଜିସୁ ସେମଃନ୍କେ କୟ୍ଲା, “ଇରି ତ ମୁୟ୍, ଡିରି ଜାହାନାୟ୍ ।”
20 ମ୍ତର୍ ଯୀଶୁ ସେମ୍ନ୍କେ କଇଲା, “ଇରି ତ ମୁଇ ନିଜେ।”
ସେତାକ୍ ସେ ସେମଃନ୍କେ କୟ୍ଲା, “ଡିରା ନାୟ୍, ତୁମିମଃନ୍ କ୍ରୁସ୍ ଉହ୍ରେ ଚଃଗାୟ୍ ମାରିରିଲା ନାଜରିତ୍ ଜିସୁକେ ଲଳୁଲାସ୍; ସେ ଉଟି ଆଚେ, ସେ ଇତି ନାୟ୍; ଦଃକା, ଇ ଜଃଗାୟ୍ ସେମଃନ୍ ତାକ୍ ସଃଙ୍ଗାୟ୍ ରିଲାୟ୍ ।
କାୟ୍ତାକ୍ବଃଲେକ୍ ସଃବୁଲକ୍ ତାକ୍ ଦଃକି ଡିରି ଗଃଲାୟ୍ । ମଃତର୍ ଜିସୁ ତଃତ୍କାଣ୍ ତାକାର୍ ସଃଙ୍ଗ୍ କଃତାଅୟ୍ କୟ୍ଲା, “ଡିରା ନାୟ୍ ସାସ୍ ଦଃରା, ଇରି ତ ମୁଁୟ୍ ।”
ଇତାର୍ ହଃଚେ ଚେଲାମଃନ୍ ହାକାହାକି ଦୁୟ୍ ତିନି କସ୍ ଡଙ୍ଗା ଗାଟି ଗଃଲା ହଃଚେ ଜିସୁ ସଃମଃନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଚଃମେ ଆସ୍ତିରିଲାର୍ ଦଃକି ଜଃବର୍ ଡିର୍ଲାୟ୍ ।
ତାର୍ହଃଚେ ଚେଲାମଃନ୍ ଜିସୁକେ ଡଙ୍ଗା ବିତ୍ରେ ନେଉଁକ୍ ମଃନ୍ କଃଲାୟ୍, ଆରେକ୍ ସେମଃନ୍ ଜୁୟ୍ ଟାଣେ ଜାତିରିଲାୟ୍ ଡଙ୍ଗା ତଃତ୍କାଣ୍ ସେଟାଣେ କଃଣ୍ଡିଏ ହଚ୍ଲି ।