ଜହନ୍ 5:28 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍28 ଇତାର୍ ଗିନେ କାବା ଅଃଉଆ ନାୟ୍, ବେଳା ଆସୁଲି ଜଃଡେବଃଳ୍ ଜୁୟ୍ ଲକ୍ମଃନ୍ ମଃସୁଣ୍ ବିତ୍ରେ ମଃରିଆଚ୍ତି, ସେମଃନ୍ ତାର୍ ଟଣ୍ଡ୍ ସୁଣ୍ତି, အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ28 ଇତାର୍ଗିନେ ତୁମିମ୍ନ୍ କାବା ଅଉଆନାଇ, ଦିନ୍ ଆସୁଲି ସେଡେବ୍ଳ୍ ମ୍ଲା ଲକ୍ମ୍ନ୍ ତାର୍ ଟଣ୍ତ୍ ଶୁଣ୍ତି, အခန်းကိုကြည့်ပါ။ |
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।