43 ଜିସୁ ସେତି ଦୁୟ୍ଦିନ୍ ରଃୟ୍କଃରି, ସେତି ହୁଣି ବାରାୟ୍ ଗାଲିଲି ଗଃଲା ।
43 ସେତି ଦୁଇଦିନ୍ ରେଇକ୍ରି ଯୀଶୁ ଗାଲିଲୀ ଜିଲାକେ ଲେଉଟି ଆଇଲା।
ଆର୍ ସେ ନାଜରିତ୍ ତଃୟ୍ ନଃରେୟ୍ ସୁବ୍ଲନ୍ ଆର୍ ନପ୍ତାଲି ହଲିୟେ ରିଲା ଗାଲିଲି ସଃମ୍ନ୍ଦ୍ କଃଣ୍ଡିର୍ କପୁର୍ନାହୁମ୍ ଗଃଳେ ଜାୟ୍ ବାସା କଃଲା ।
ତାର୍ହଃଚେ ସେ ସିମନ୍କ୍ ଜିସୁ ହାକ୍ ଆଣ୍ଲା । ଜିସୁ ତାକ୍ ନିକକଃରି ଦଃକ୍ଲା ଆର୍ କୟ୍ଲା, “ତୁୟ୍ ଜହନାର୍ ହୟ୍ସି ସିମନ୍, ତୁୟ୍ କେପା ବଃଲେକ୍ ପିତର୍ ବଃଲି ଡାକେ ହୁଟ୍ସି, ଇତାର୍ ଅଃର୍ତ୍ ଟେଳା ।”
ସେତାକ୍ ସମିରଣିୟମଃନ୍ ତାର୍ ଚଃମ୍ ଆସି, ସେମଃନ୍ ତାକେ ସେତି ସେମଃନ୍କାର ସଃଙ୍ଗ୍ ରେଉଁକେ ଗଃଉଆରି କଃଲାୟ୍, ତଃବେ ଜିସୁ ସେତି ଦୁୟ୍ଦିନ୍ ରିଲା ।
ଗଟ୍ ବାବ୍ବାଦି ନିଜାର୍ ଦେସେ ମାନ୍ତି ନଃହାୟ୍ ବଃଲି ଜିସୁ ନିଜେ ସାକିଦିଲା ।
ତାର୍ ହଃଚେ ଗାଲିଲିର୍ କାନା ଗାଉଁଏ ବାଉଳ୍ଲା, ସେତି ସେ ହାଣିକ୍ ଅଙ୍ଗୁର୍ ରଃସ୍ କଃରିରିଲା । ସେତି ଗଟ୍ ରାଜ୍ ଗୁମୁସ୍ତା ରିଲା ଆର୍ ତାର୍ ହୟ୍ସି କପୁର୍ନାହୁମ୍ ଗଃଳେ ମଃଳୁ ହଃଳି ରିଲା ।
କାୟ୍ତାକ୍ବଃଲେକ୍ ମୁୟ୍ଁ କଃଉଁଲେ କ୍ରିସ୍ଟ ଇସ୍ୱରାର୍ ସଃତାର୍ ଗିନେ ସୁନତ୍ ଅୟ୍ଲା ଲକାର୍ ସେବାକାରି କଃରିଆଚେ ବଃଲେକ୍ ଦାଦିମଃନ୍କେ କଃଲା ସଃୟ୍ତ୍ ହୁରା କଃରେଦ୍ ।