31 ସଃଡେବଃଳ୍ ଚେଲାମଃନ୍ ଜିସୁକେ ଗଃଉଆରି କଃରି କୟ୍ଲାୟ୍, ଏ ଗୁରୁ କାଦି କାଆ ।
31 ଇ ବିତ୍ରେ ଚେଲାମ୍ନ୍ ତାକେ କଇଲାଇ, “ଏଗୁରୁ ଅଳକ୍ କାଦି କାଆ।”
ଆର୍ ସେମଃନ୍ ଆଟେ ବଃଜାରେ ଲକ୍ମଃନାର୍ ତଃୟ୍ହୁଣି ଜୁଆର୍ ହାଉଁକେ, ଆର୍ ଲକ୍ମଃନ୍ ସେମଃନ୍କେ ‘ଏ ଗୁରୁ’ ବଃଲି କଃଉଅତ୍ ବଃଲି ମଃନ୍ କଃର୍ତି ।
ମଃତର୍ ତୁମିମଃନ୍ ‘ଗୁରୁ’ ବଃଲାୟ୍ ଅଃଉଆ ନାୟ୍, ବଃଲେକ୍ ତୁମିମଃନାର୍ ଗୁରୁ ଅଃକାୟ୍ ଗଟେକ୍, ଆରେକ୍ ତୁମିମଃନ୍ ସଃବୁ ବାୟ୍ ବାୟ୍ ।
ଇତାକ୍ ଜୁୟ୍ ଜିଉଦା ଜିସୁକେ ସଃତ୍ରୁର୍ ଆତେ ସଃହ୍ରିଦିଲା, ସେ ହଃଚାର୍ଲା, “ଗୁରୁ, ସେ ଲକ୍ କି ମୁଁୟ୍ ?” ଜିସୁ ତାକ୍ କୟ୍ଲା, “ହେଁ ତୁୟ୍ କୟ୍ ଆଚ୍ସି ।”
ଆର୍ ଜିଉଦା ସେଦାହ୍ରେ ଜିସୁର୍ ଲଃଗେ ଆସି “ଏ ଗୁରୁ ଜୁଆର୍” ଇରି କୟ୍ ତାକ୍ ଚୁମ୍ଲା ।
ପିତର୍ ତାର୍ ହଃଚାର୍ ଦିନାର୍ କଃତା ଏତାୟ୍ କଃରି କୟ୍ଲା, “ଏ ଗୁରୁ, ଦଃକ୍, ଇ ଡୁମ୍ବୁର୍ ଗଃଚ୍କେ ତୁୟ୍ ଜଃନ୍କଃରି ସାୟ୍ପ୍ ଦଃୟରିଲିସ୍, ତଃନ୍କଃରି ସେ ଗଃଚ୍ ସୁକି ଜଃଉଁଲି ।”
ଇତାକ୍ ଜିଉଦା ହଚୁହଚୁ ଜିସୁର୍ ଲଃଗେ ଗଃଲା ଆର୍ “ଏ ଗୁରୁ !” ବଃଲି ଚୁମ୍ଲା ।
ତାର୍ହଃଚେ ପିତର୍ ଜିସୁକେ କୟ୍ଲା, “ଏ ଗୁରୁ, ଅଃମିମଃନ୍ ଇଟାଣେ ଆଚୁ ଇରି ବଃଲ୍ କଃତା; ଅଃମିମଃନ୍ ତିନିଗଟ୍ କୁଳିଆ ବାନ୍ଦୁନ୍ଦ୍, ଗଟେକ୍ ତର୍ ଗିନେ, ଗଟେକ୍ ମସାର୍ ଗିନେ ଆରେକ୍ ଗଟେକ୍ ଏଲିୟର୍ ଗିନେ ।”
ଜିସୁ ଉଲ୍ଟି ସେମଃନ୍ ତାର୍ ହଃଚେ ହଃଚେ ଆସ୍ତାର୍ ଦଃକି ହଃଚାର୍ଲା, “ତୁମିମଃନ୍ କାୟ୍ରି ଲଳୁଲାସ୍ ?” ସେମଃନ୍ ତାକ୍ କୟ୍ଲାୟ୍, “ରାବ୍ବି, ବଃଲେକ୍, ଗୁରୁ, ତୁୟ୍ କୁୟ୍ତି ରେଉଁଲିସ୍ ?”
ନିତନିଏଲ୍ ଉତୁର୍ ଦିଲା, “ଏ ରାବ୍ବି, ବଃଲେକ୍ ଏ ଗୁରୁ, ତୁୟ୍ ଇସ୍ୱରାର୍ ହୟ୍ସି, ତୁୟ୍ ଇସ୍ରାଏଲ୍କେ ଚାଲାଉତା ରଃଜା ।”
ଚେଲାମଃନ୍ ଜିସୁକେ କୟ୍ଲାୟ୍, “ଏ ଗୁରୁ, ଜିଉଦିମଃନ୍ କଃତିଦିନ୍ ତଃଳେ ତକ୍ ଟେଳା ସୁତ୍ରି ମାରୁକ୍ ଚେସ୍ଟା କଃର୍ତି ରିଲାୟ୍, ସେତି କାୟ୍ ଆରେକ୍ ଗଟ୍ତର୍ ବାଉଳି ଜଃଉଁକେ ମଃନ୍ କଃରୁଲିସ୍ ?”
ସେ ରାତିବଃଳ୍ ଜିସୁର୍ ଲଃଗେ ଆସି ତାକ୍ କୟ୍ଲା, “ଏ ଗୁରୁ, ତୁୟ୍ ଜେ ଇସ୍ୱର୍ ତଃୟ୍ହୁଣି ଆୟ୍ଲା ଗୁରୁ, ଇରି ଅଃମିମଃନ୍ ଜାଣିଆଚୁ, ବଃଲେକ୍ ତୁୟ୍ ଇରି ଜୁୟ୍ ସଃବୁ କାବା ଅଃଉତା ଚିନ୍ କଃରୁଲିସ୍, ଇସ୍ୱର୍ ସଃଙ୍ଗ୍ ନଃରିଲେକ୍ ସେସଃବୁ କେହେଁ କଃରୁ ନାହାରେ ।”
ଜହନାର୍ ଚେଲାମଃନ୍ ଜହନ୍ ହାକ୍ ଜାୟ୍ ତାକେ ସାକିଦି ଲାୟ୍, “ଗୁରୁ, ଏତାଉ ଜର୍ଦନ୍ ଗାଡାର୍ ଉଦ୍ୟାନ୍ବାଟ୍ ଜୁୟ୍ ମାନାୟ୍ ତର୍ ସଃଙ୍ଗ୍ ରେତିରିଲା, ଜାର୍ କଃତା ତୁୟ୍ କଃଉତି ରିଲିସ୍, ସେ ଅଃବେ ବାପ୍ତିସମ୍ ଦେଉଁଲା, ଆର୍ ସଃବୁ ଲକ୍ ତାର୍ ହାକ୍ ଜଃଉଁଲାୟ୍ ।”
ସେତାକ୍ ଲକ୍ମଃନ୍ ଗଃଳେହୁଣି ବାରାୟ୍ ଜିସୁର୍ ହାକ୍ ଜଃଉଁକେ ଦଃର୍ଲାୟ୍ ।
ମଃତର୍ ଜିସୁ ଚେଲାମଃନ୍କେ କୟ୍ଲା, “ତୁମିମଃନ୍ ଜୁୟ୍ କାଦିର୍ କଃତା ନଃଜାଣାସ୍, କାଉଁକେ ଇବାନ୍ୟା କାଦି ମର୍ ତଃୟ୍ ଆଚେ ।”
ଆର୍ ସଃମ୍ନ୍ଦାର୍ ସେହାଟି ଜିସୁକେ ଦଃକି ଲକ୍ମଃନ୍ ହଃଚାର୍ଲାୟ୍, “ଏ ଗୁରୁ, ତୁୟ୍ କଃଡେବଃଳ୍ ଆସି ଇତି ହଚ୍ଲିସ୍ ?”
ଚେଲାମଃନ୍ ଜିସୁକେ ହଃଚାର୍ଲାୟ୍, “ଏ ଗୁରୁ, କାର୍ ହାହ୍ ଗିନେ ଇ ଲକ୍ କାଣା ଅୟ୍ ଜଃଲମ୍ ଅୟ୍ଲା, ତାର୍ ନିଜାର୍ କି ତାର୍ ଆୟ୍ସି ଉବାସିର୍ ହାହାର୍ ଗିନେ ?”