ଜହନ୍ 3:11 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍11 ମୁୟ୍ ସଃତ୍କଃରି କଃଉଁଲେ- ଅଃମି ଜୁୟ୍ରି ଜାଣିଆଚୁ ସେରି କଃଉଁଲୁ ଆର୍ ଜୁୟ୍ରି ଦଃକିଆଚୁ ସେରି ସାକି ଦେଉଁଲୁ ଅୟ୍ଲେକ୍ ହେଁ ତୁମି ସଃତ୍ ନଃକେରୁଲାସ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ11 ସ୍ତ୍କ୍ରି ମୁଇ ତକେ କ୍ମ୍ଲେ, ଅମିମ୍ନ୍ ଜୁଇରି ଜାଣୁଲୁ ସେରି ସେ କ୍ମ୍ଲୁ, ଆର୍ ଜୁଇରି ଦ୍କିଆଚୁ ସେ ବିଷୟେ ଜାଣାମ୍ଲୁ, ମ୍ତର୍ ତୁମିମ୍ନ୍ କେ ହେଁ ବିଶ୍ବାସ୍ ନ୍କେରୁଲାସ୍। အခန်းကိုကြည့်ပါ။ |
“ଏ ଜିରୁସାଲମ୍, ବାବ୍ବାଦିମଃନ୍କେ ଅଃତ୍ୟାକାରିଣି ଜିରୁସାଲମ୍, ଆର୍ ମାପ୍ରୁ ତର୍ ତଃୟ୍ ହଃଟାୟ୍ରିଲା ଲକ୍ମଃନ୍କେ ଟେଳା ଚେଚି ମଃର୍ନେ ମାରି ରିଲା ଜିରୁସାଲମ୍, ମାୟ୍କୁକ୍ଡ଼ା ଜଃନ୍କଃରି ତାର୍ ହିଲାମଃନ୍କେ ତାର୍ ଡେଣା ତଃଳେ ରୁଣ୍ଡାୟ୍ଦ୍, ସେରଃକମ୍ ମୁଁୟ୍ କଃତେକ୍ ତର୍ ହିଲାମଃନ୍କେ ରୁଣ୍ଡାଉଁକ୍ ମଃନ୍ କଃଲେ, ମଃତର୍ ତୁମିମଃନ୍ ମଃନ୍ ନଃକେଲାସ୍ ।