8 ସେତାକ୍ ପିଲାତ ଇ କଃତା ସୁଣି ଅଃଦିକ୍ ଡିରି ଗଃଲା;
8 ଇକ୍ତା ଶୁଣିକ୍ରି ପିଲାତ ବେସି ଡିର୍ଲା।
ତଃବେ, ପିଲାତ ଇ ସଃବୁ କଃତା ସୁଣି ଜିସୁକେ ବାର୍କଃରି ଆଣି ଟେଳା ବାଦ୍ହୁର୍, ଜାକେ ଏବ୍ରି ବାସାୟ୍ “ଗବ୍ବତା” ବଃଲି କଃଉତି, ସେ ବିଚାର୍ କଃର୍ତା ଟାଣେ ବଃସ୍ଲା ।
ଜିଉଦିମଃନ୍ ତାକ୍ ଉତୁର୍ ଦିଲାୟ୍, “ଅଃମିମଃନାର୍ ଗଟେକ୍ ବିଦି ଆଚେ ଆର୍ ସେ ବିଦି ହଃର୍କାରେ ସେ ମଃର୍ନ୍ ଡଃଣ୍ଡ୍ ବାୟ୍ଦ୍ରେ ହାଉତା ଜୟ୍ଗ୍, କାୟ୍ତାକ୍ବଃଲେକ୍ ସେ ନିଜ୍କେ ଇସ୍ୱରାର୍ ହୟ୍ସି ବଃଲି କଃଉଁଲା ।”
ଆରେକ୍, ସେ ଆରେକ୍ ଗଟ୍ତର୍ କୁଆଳ୍ ବିତ୍ରେ ବାଉଳି ଜାୟ୍ ଜିସୁକେ ହଃଚାର୍ଲା, “ତୁୟ୍ କୁୟ୍ତିହୁଣି ଆସି ଆଚ୍ସି ?” ମଃତର୍ ଜିସୁ ତାକ୍ ଉତୁର୍ ନଃଦିଲା ।