1 ତାର୍ହଃଚେ ପିଲାତ ଜିସୁକେ ନଃୟ୍କଃରି କର୍ଡା ମାରାୟ୍ଲା ।
1 ତାର୍ ହ୍ଚେ ପିଲାତ ଯୀଶୁକେ ନ୍ଇକ୍ରି କ୍ର୍ଡା ସ୍ଙ୍ଗ୍ ମାରୁକେ ଆଦେଶ୍ ଦିଲା।
ଆର୍ ଟାହ୍ରା କଃରୁକେ, ସାଟ୍ଣି ମାରୁକ୍ ଆର୍ କ୍ରୁସ୍ ଉହ୍ରେ ଅଃତ୍ୟା କଃରୁକେ ଅଜିଉଦି ଲକ୍ମଃନାର୍ ଆତେ ସଃହ୍ରି ଦେତି; ଆର୍ ତିନିଦିନାର୍ ହଃଚେ ସେ ଉଟେଦ୍ ।”
ଇତାକ୍ ଦଃକା, ମୁଁୟ୍ ତୁମାର୍ ହାକ୍ ବାବ୍ବାଦି, ଗ୍ୟାନି ଆର୍ ଦଃର୍ମ୍ଗୁରୁ ଲକ୍କେ ହଃଟାଉଁଲେ; ତୁମିମଃନ୍ ସେମଃନାର୍ ବିତ୍ରାର୍ କାକେ କାକେ ମଃର୍ନେ ମାରାସ୍ ଆର୍ କ୍ରୁସ୍ ଉହ୍ରେ ଅଃତ୍ୟା କଃରାସ୍, ଆର୍ କାକ୍କାକ୍ ତୁମାର୍ ପାର୍ତ୍ନା ଗଃରେ ସାଟ୍ଣି ସଃଙ୍ଗ୍ ମାରାସ୍ ଆର୍ ଗଃଳେମଃନ୍ ଲକ୍ମଃନ୍କେ ଆର୍ଲା କଃରାସ୍ ।
ତାକେ ସାଟ୍ଣି ସଃଙ୍ଗ୍ ମାଡ୍ମାରି ମଃର୍ନେ ମାର୍ତି; ମଃତର୍ ସେ ତିନି ଦିନାର୍ ତଃଳେ ଜିବନ୍ ହାୟ୍ ଉଟେଦ୍ ।”
ସେତାକ୍ ମୁଁୟ୍ ଆକ୍ ଡଃଣ୍ଡ୍ ଦଃୟ୍ ଚାଡି ଦଃୟ୍ନ୍ଦ୍ ।”
ମଃତର୍ ତାକେ କ୍ରୁସ୍ ଉହ୍ରେ ଚଃଗାଉଆ ବଃଲି ଉଲ୍ଗାଟ୍ ଅୟ୍ ବଃଡ୍ଟଣ୍ଡ୍ କଃରି କୟ୍ଲାୟ୍ ଆର୍ ସେମଃନାର୍ କୟ୍ଲା କଃତା ହଃର୍କାରେ ହୁରୁଣ୍ ଅୟ୍ଲି ।
ମୁୟ୍ଁ ଜିଉଦିମ୍ନାର୍ ତଃୟ୍ହୁଣି ହାଁଚ୍ ତର୍ ଏକ୍ ଉଣା ଦୁୟ୍କଳି ଚାବୁକ୍ ମାଡ୍ କାୟ୍ଆଚି ।
ବିନ୍ଲକ୍ମଃନ୍ ଏମଃନ୍କେ କର୍ଡା ମାର୍ଲାୟ୍, କିଜ୍ୟାୟ୍ଲାୟ୍, କଃତିଲକେ ସିକ୍ଳି ବାନ୍ଦି ଜଃଇଲେ ହଃକାୟ୍ଲାୟ୍ ।
ଅଃମିମଃନ୍ ଜଃନ୍କଃରି ହାହାର୍ ଗିନେ ମଃରିକଃରି ଦଃର୍ମି ଅଃଉଁକେ ଜିବନ୍ କାଟୁନ୍ଦ୍, ଇତାର୍ ଗିନେ ସେ ଅଃହ୍ଣାକ୍ କ୍ରୁସ୍ ଉହ୍ରେ ନିଜାର୍ ଗଃଗାଳେ ଅଃମିମଃନାର୍ ସଃବୁ ହାହ୍ ବୟ୍ଲା; ତାକେ ମାଡ୍ ହଃଳ୍ଲାକେ ତୁମିମଃନ୍ ଉଜ୍ ଅୟ୍ ଆଚାସ୍ ।