ଜହନ୍ 18:8 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍8 ଜିସୁ ଉତୁର୍ ଦିଲା, “ମୁୟ୍ ଜେ ସେ ଲକ୍, ଇରି ତ ମୁୟ୍ ତୁମିମଃନ୍କେ କୟ୍ଲେ । ଇତାର୍ ଗିନେ ଜଦି ତୁମିମଃନ୍ ମକ୍ ଲଳୁଲାସ୍, ତଃବେ ମର୍ ଏମଃନ୍କେ ଜଃଉଁକେ ଚାଡି ଦିଆସ୍ ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ8 ଯୀଶୁ କଇଲା, “ମୁଇ ତୋ କଇଲେ, ମୁଇ ସେ ମାନାଇ ବ୍ଲି, ଯଦି ମକେ କଜୁଲାସ୍ ତ୍ବେ ଏମ୍ନ୍କେ ଚାଡିଦିଆସ୍।” အခန်းကိုကြည့်ပါ။ |
ମାନାୟ୍ର୍ ଗିନେ ଜୁୟ୍ ରଃକମ୍ କଃଟ୍ହାଳ୍ ଅୟ୍ଦ୍, ସେରି ଚାଡି ବିନ୍ ରଃକମ୍ କଃଟ୍ହାଳ୍ ତୁମିମଃନ୍କେ ଗଃଟି ନଃକେରେ; ମଃତର୍ ଇସ୍ୱର୍ ସଃତ୍, ସେ ତୁମିମଃନ୍କେ କାୟ୍ ହେଁ ସଃମ୍ବାଳୁ ନଃହାର୍ତା କଃଟ୍ହାଳେ ହଃଳୁକ୍ ନଃଦେୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ସଃମ୍ବାଳୁ ହାରାସ୍, ଇତାର୍ ଗିନେ କଃଟ୍ହାଳ୍ ଗଃଟୁଗଃଟୁ ସେ ବଚାଉତା ବାଟ୍ ହେଁ ଟିକ୍ କଃରିଆଚେ ।