31 ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ କାୟ୍ ଅଃବେ ସଃତ୍ କଃରୁଲାସ୍ ?
31 ଯୀଶୁ ସେମ୍ନ୍କେ କଇଲା, “କାଇରି ଅବେ ତୁମିମ୍ନ୍ ବିଶ୍ବାସ୍ କ୍ରୁଲାସ୍?
ଜିସୁ କୟ୍ଲା, “ତୁୟ୍ କାୟ୍ ମର୍ ଗିନେ ନିଜାର୍ ଜିବନ୍ ଦେସି ? ମୁୟ୍ ତକ୍ ସଃତ୍ କଃଉଁଲେ ଆଜି ରାତି କୁକ୍ଳା ନଃବାସ୍ତେ ତୁୟ୍ ମକ୍ ତିନିତର୍ ନଃଜାଣି ବଃଲି କଃଉସି ।”
ଅଃବେ ଅଃମିମଃନ୍ ଜାଣ୍ଲୁ ଜେ ତୁୟ୍ ସଃବୁ ବିସୟ୍ ଜାଣି ଆଚ୍ସି, ଆରେକ୍ ତୁୟ୍ କାକେ ଗଃଉଆରି କଃର୍ତା ଲଳା ନାୟ୍; ଇସ୍ୱର୍ ଲଃଗେ ହୁଣି ତୁୟ୍ ଆସି ଆଚ୍ସି ବଃଲି ଅଃମିମଃନ୍ ଇତାର୍ ଗିନେ ସଃତ୍ କଃରୁଲୁ ।”
ଦଃକା, ବେଳା ଆସୁଲି, ହେଁ, ଆୟ୍ଲିନି, ଜଃଡେବଃଳ୍ ତୁମିମଃନ୍ ଚିନ୍ବିନ୍ ଅୟ୍ ସଃବୁ ଲକ୍ ନିଜାର୍ ନିଜାର୍ ଗଃରେ ହଃଳାୟ୍ ଜାହାସ୍, ଆର୍ ମକ୍ ଏକ୍ଲା କଃରି ଚାଡାସ୍, ଅୟ୍ଲେକ୍ ହେଁ ମୁୟ୍ ଏକ୍ଲା ନାୟ୍, ବଃଲେକ୍ ଉବା ମର୍ ସଃଙ୍ଗ୍ ଆଚେ ।