ଜହନ୍ 15:7 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍7 ଜଦି ତୁମିମଃନ୍ ମର୍ତଃୟ୍ ରିଆସ୍, ଆର୍ ମର୍ କଃତା ତୁମାର୍ ତଃୟ୍ ରଃୟ୍ଦ୍, ତଃବେ ତୁମିମଃନ୍ ଜାୟ୍ରି ମଃନ୍କଃରି ମାଗାସ୍, ସେରି ହାଉଆସ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ7 ତୁମିମ୍ନ୍ ଯଦି ମର୍ଲ୍ଗେ ରିଆସ୍ ଆର୍ ମର୍ ବାକ୍ୟ ତୁମାର୍ ହୁର୍ଦୟ୍ ଲ୍ଗେ ରେଇଦ୍, ତ୍ବେ ତୁମିମ୍ନ୍ ଜୁଇରି ମ୍ନ୍କ୍ରି ମାଗାସ୍, ସେରି ସେ ତୁମୁକ୍ମ୍ନ୍ ଦେଇଦ୍। အခန်းကိုကြည့်ပါ။ |
ହିଲାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ଉବାକ୍ ଜାଣି ଆଚାସ୍ । ଏ ଉବାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ଜେ ମୁଳେ ହୁଣି ଆଚେ ତାକ୍ ତୁମିମଃନ୍ ଜାଣିଆଚାସ୍, ଏ ଦଙ୍ଗ୍ଳା ହିଲାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ସଃକାତିଆ ଆରେକ୍ ଇସ୍ୱରାର୍ ବିସୟ୍ ତୁମାର୍ ତଃୟ୍ ଆଚେ ଆର୍ ତୁମିମଃନ୍ ହାହ୍ ଆତ୍ମାକେ ଆରାୟ୍ ଆଚାସ୍ ।
ମଃତର୍ ତୁମିମଃନ୍କେ କ୍ରିସ୍ଟ ଜିସୁ ତାର୍ ପବିତ୍ରଆତ୍ମାୟ୍ ହୁର୍ନ୍ କଃରିଆଚେ, ତାର୍ ଆତ୍ମା ତୁମାର୍ ତଃୟ୍ ରେତା ହଃତେକ୍ ତୁମିମଃନ୍କେ ବିନ୍ଲକ୍ ସିକ୍ୟା ଦଃୟ୍ଦ୍, ଇରି ତୁମିମଃନାର୍ ଲଳା ନାୟ୍, ପବିତ୍ର ଆତ୍ମା ସଃବୁ ବିସୟେ ଟିକ୍ ସିକ୍ୟା ଦଃୟ୍ଦ୍ ତାର୍ ସିକ୍ୟା ମିଚ୍ ନୟ୍ । ସେ ପବିତ୍ର ଆତ୍ମାର୍ ସିକ୍ୟା ମାନିକଃରି କ୍ରିସ୍ଟର୍ ସଃଙ୍ଗ୍ ମିସିକଃରି ରିଆ ।