ଜହନ୍ 15:6 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍6 କେ ଜଃବେ ମର୍ତଃୟ୍ ନଃରେୟ୍, ତଃବେ ତାକ୍ ଗଟେକ୍ କାଟ୍ଲା କଃନ୍ଦା ହର୍ ହଃଦାୟ୍ ହଃକାଅୟ୍ଦ୍ ଆର୍ ସେରି ସୁକିଜାୟ୍ଦ୍; ଇରଃକମ୍ କଃନ୍ଦାମଃନ୍କ୍ ଲକ୍ମଃନ୍ ଗଟ୍ଟାଣେ ରୁଣ୍ଡାୟ୍ କଃରି ଜୟେ ହଃକାଉତି ଆର୍ ସେରିମଃନ୍ ହଡିଜାୟ୍ଦ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ6 ଯେ ମର୍ଲ୍ଗେ ନ୍ରେଇ, ତାକେ କାଟିରିଲା କ୍ନ୍ଦା ହର୍ କ୍ରି ହ୍ଦାଇ ହିଙ୍ଗ୍ତି, ଆର୍ ସେରି ଶୁକି ଜାଇଦ୍, ତ୍ବେ ଅନ୍କ୍ରି କ୍ନ୍ଦାମ୍ନ୍କେ ଲକ୍ମ୍ନ୍ ରୁଣ୍ଡାଇ କ୍ରି ଜୟେ ହ୍ଡାଉତି। အခန်းကိုကြည့်ပါ။ |
ମଃତର୍ ଜୁୟ୍ମଃନ୍ ଡିର୍କୁଳା, ଅବିସ୍ୱାସି, କଃରାବ୍ ଚାଲାଚାଲ୍ତି, ନଃର୍ ମାରୁ, ଦାରିକଃରୁ, ହାଙ୍ଗୁଣ୍ କଃରୁ, ମୁର୍ତି ହୁଜାକଃରୁ ଆର୍ ମିଚ୍ କଃଉତା ଲକ୍, ଇବାନ୍ୟା ସଃବୁ କଃରାବ୍ କାମ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃଲା ଟାଣ୍ ଆଚେ, ଗଃନ୍ଦକ୍ ସଃଙ୍ଗ୍ ଜୟ୍ ଲାଗ୍ତା କୁଣ୍ଡ୍ ସେତି ଆଚେ, ସେମଃନ୍ ଦୁୟ୍ତରାର୍ ମଃର୍ନ୍ ବୟ୍ଗ୍ କଃର୍ତି ।”