23 ଜେ ମକ୍ ବିରଦ୍ କଃରେଦ୍, ସେ ମର୍ ଉବାକ୍ ହେଁ ବିରଦ୍ କଃରେଦ୍ ।
23 ଯେ ମକେ ଗିଣ୍ କ୍ରୁଲା, ସେ ଉବା ଇଶ୍ଵର୍କେ ହେଁ ଗିଣ୍ କ୍ରୁଲା।
ଜଦି ମୁୟ୍ ଆସି ସେମଃନ୍କେ କୟ୍ ନଃରିଲେକ୍, ସେମଃନାର୍ ହାହ୍ ନିଲାହୁଣି; ମଃତର୍ ଅଃବେ ସେମଃନାର୍ ହାହ୍ ବିସୟେ ସେମଃନ୍ କାୟ୍ ହେଁ ବାଟ୍ ଦଃକାଉଁ ନଃହାର୍ତି ।
ଜୁୟ୍ କାମ୍ସଃବୁ ଆରେକ୍ କେ ହେଁ ନଃକେର୍ତି, ମୁୟ୍ ଜଦି ସେରିସଃବୁ ସେମଃନାର୍ ବିତ୍ରେ କଃରି ନଃରିଲେକ୍, ସେମଃନାର୍ ହାହ୍ ନିଲାହୁଣି; ମଃତର୍ ଅଃବେ ସେମଃନ୍ ଦଃକିଆଚ୍ତି, ଆରେକ୍ ମକ୍ ଆର୍ ମର୍ ଉବାକ୍ ଗିଣ୍ କଃରି ଆଚ୍ତି ।
ଜେ ଇସ୍ୱରାର୍ ହୟ୍ସିକ୍ ନଃମାନେ ସେ ଇସ୍ୱର୍କେ ନଃହାୟ୍; ଜେ କ୍ରିସ୍ଟକେ ମାନେଦ୍ ସେ ଇସ୍ୱର୍କେ ହେଁ ହାୟ୍ ଆଚେ ।
ଜୁୟ୍ଲକ୍ କ୍ରିସ୍ଟର୍ ସିକ୍ୟାର୍, ବିତ୍ରେ ନଃରେୟ୍ ଜଦି ବିନେ ଜାୟ୍ଦ୍, ସେ ଇସ୍ୱର୍କେ ନଃହାୟ୍; ସିକ୍ୟାର୍ ବିତ୍ରେ ରଃୟ୍ଦ୍, ସେ ଉବାକ୍ ଆର୍ ହୟ୍ସିକ୍ ଦୁୟ୍ଲକେ ହାୟ୍ ଆଚେ ।