1 ମୁୟ୍ ସଃତ୍ୟା ଅଙ୍ଗୁର୍ ମାଳ୍, ଆରେକ୍ ମର୍ ଉବା ତାସି ।
1 “ମୁଇ ସ୍ତ୍କ୍ରି ଗଟେକ୍ ଅଙ୍ଗୁର୍ ଗ୍ଚ୍ ଆର୍ ମର୍ ଉବା ଗଟେକ୍ ଚାଷି।
ଜିସୁ ସେମଃନ୍କେ କୟ୍ଲା, “ମର୍ ସଃର୍ଗାର୍ ଉବା ଜୁୟ୍ସଃବୁ ଗଃଚ୍ ନଃରୟ୍, ସେରିମଃନ୍ ସଃବୁ ଉଟ୍କା ଅୟ୍ଦ୍ ।”
“ସଃର୍ଗ୍ ରାଇଜ୍ ଇବାନ୍ୟା ଗଟେକ୍ ସାଉକାର୍ ହର୍, ସଃକାଳ୍ ଅୟ୍ଲା ଦାହ୍ରେ ତାର୍ ଅଙ୍ଗୁର୍ ବାଳେ ବୁତି ଲାଗାଉଁକେ ଲକ୍ମଃନ୍କେ ଲଳୁକ୍ ବାରାୟ୍ ଗଃଲା ।
ଜିସୁ କୟ୍ଲା, “ଆରେକ୍ ଗଟ୍ କଃତା ସୁଣା, ଗଟେକ୍ ସାଉକାର୍ ରିଲା, ସେ ଗଟେକ୍ ଅଙ୍ଗୁର୍ ବାଳ୍ କଃରି ଚାରି ବେଳ୍ତ୍ ବାଳ୍ ବୁଣ୍ଲା ଆର୍ ମଃଜାୟ୍ ଅଙ୍ଗୁର୍ ରଃସ୍ ହିଳ୍ତା ଗଃଣା ବଃସାଇଲା, ଆର୍ ଅଙ୍ଗୁର୍ ବାଳ୍ ଜାଗ୍ତା ମାଚା ବାନ୍ଦ୍ଲା । ଆରେକ୍ ତାସିମଃନ୍କେ ସେ ଅଙ୍ଗୁର୍ ବାଳ୍ ବାଗେ ଦିଲା ଆର୍ ବିଦେସ୍ ବାରାୟ୍ ଗଃଲା ।
ତାର୍ହଃଚେ ଜିସୁ ଲକ୍ମଃନ୍କେ କଃତା କୟ୍ ସିକ୍ୟା ଦେଉଁକ୍ ଦଃର୍ଲା, “ଗଟେକ୍ ଲକ୍ ଗଟ୍ ଅଙ୍ଗୁର୍ ବାଳ୍ କଃରି ତାର୍ ଚାରିବେଳ୍ତ୍ ବାଳ୍ ବୁଣ୍ଲା, ଆରେକ୍ ଅଙ୍ଗୁର୍ ହଃଳ୍ ହିଳୁକ୍ ଗଟେକ୍ କୁଣ୍ଡ୍ ତିଆର୍ କଃଲା । ଆର୍ ଜାଗ୍ତା ମାଚା ହେଁ ବାନ୍ଦ୍ଲା; ତାର୍ହଃଚେ ସେ ଅଙ୍ଗୁର୍ ବାଳ୍କେ ତାସିମଃନ୍କେ ବାଗେ ଦଃୟ୍ ବିଦେସ୍ ଗଃଲା ।
ଆରେକ୍ ଜିସୁ ଇ କଃତା ହେଁ ସେମଃନ୍କେ କୟ୍ଲା, “ଗଟ୍ ଲକାର୍ ଅଙ୍ଗୁର୍ ବାଳେ ଗଟ୍ ଡୁମ୍ବୁର୍ ଗଃଚ୍ ଲାଗାୟ୍ରିଲା । ସାଉକାର୍ ଆସିକଃରି ଡୁମ୍ବୁର୍ ଗଃଚେ ହଃଳ୍ ଲଳ୍ଲା, ମଃତର୍ ସେ ହାଉଁ ନଃହାର୍ଲା ।
ବଃଲେକ୍ ଇସ୍ୱର୍ ମସାର୍ ଦଃୟ୍କଃରି ବିଦି ଦିଲା, ମଃତର୍ ଦଃୟା ଆର୍ ସଃତ୍ ଜିସୁ କ୍ରିସ୍ଟର୍ ଆସିର୍ବାଦ୍ ତଃୟ୍ହୁଣି ଆୟ୍ଲି ।
ଜୁୟ୍ ସଃତ୍ ଉଜାଳ୍ ଜଃଗତେ ଆସି ସଃବୁ ଜାତିକ୍ ଉଜାଳ୍ କଃରେଦ୍, ସେରିହଃକା ସଃତ୍ୟା ଉଜାଳ୍ ।
ମର୍ ତଃୟ୍ ରିଲା ଜୁୟ୍ କଃନ୍ଦା ହଃଳ୍ ନଃହେଳେ, ତାକ୍ ସେ କାଟି ହଃକାୟ୍ଦ୍; ଆର୍ ଜୁୟ୍ କଃନ୍ଦା ହଃଳ୍ ହଃଳେଦ୍, ସେରି ଅଃଦିକ୍ ହଃଳ୍ ହଃଳୁକ୍ ତାକ୍ ହଃର୍ଚାଳ୍ କଃରେଦ୍ ।
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସଃତ୍ କଃଉଁଲେ, ଜାୟ୍ରି ମସା ତୁମିମଃନ୍କେ ଦଃୟ୍ରିଲା, ସେରି ସଃର୍ଗେ ହୁଣି ଆୟ୍ଲା କାଦି ନାୟ୍; ମଃତର୍ ମର୍ ଉବା ତୁମିମଃନ୍କେ ସଃର୍ଗେ ହୁଣି ସଃତ୍ୟା କାଦି ଦଃୟ୍ଦ୍ ।
କାୟ୍ତାକ୍ବଃଲେକ୍ ମର୍ ମାସ୍ ସଃତ୍ କାଦି ଆର୍ ମର୍ ବଃନି ସଃତ୍ ସୁର୍ତାର୍ ।
ବାଳେ ଲାଗାୟ୍ ରିଲା ଗଟେକ୍ ଜିତ୍ ଗଃଚାର୍ କଃତିଗଟ୍ କଃନ୍ଦା କାଟିକଃରି, ବଃନାର୍ ଜିତ୍ ଗଃଚାର୍ କଃନ୍ଦା ସେଟାଣେ କଲମ୍ କଃରାଜାୟ୍ ଆଚେ, ଅଜିଉଦିମଃନ୍ ସେ ବଃନାର୍ ଜିତ୍ ଗଃଚ୍ ହର୍ । ତୁମିମଃନ୍ ଅଃବେ ଜିଉଦିମଃନାର୍ ଅଃଟୁଆ ଆତ୍ମିକ୍ ଜିବନାର୍ ବାଗିଦାରି ଅୟ୍ ଆଚାସ୍ ।
କାୟ୍ତାକ୍ବଃଲେକ୍ ଅଃମିମଃନ୍ ଇସ୍ୱର୍ ସଃଙ୍ଗ୍ କାମ୍ କଃରୁଲୁ । ତୁମିମଃନ୍କେ ଇସ୍ୱରାର୍ ତାସ୍ହଃଦା ଇସ୍ୱରାର୍ ଗଃର୍ ।
ଆରେକ୍ ଗଟ୍ତର୍, ମୁଁୟ୍ ନଃଉଆଁ ଆଦେସ୍ ହର୍ ମଃତର୍ ତୁମିମଃନାର୍ ହାକ୍ ଲେକୁଲେ ଇରି ତାର୍ ତଃୟ୍ ଆର୍ ତୁମାର୍ ତଃୟ୍ ସଃତ୍ ବଃଲି ଜାଣା ହଃଳେଦ୍ । କାୟ୍ତାକ୍ବଃଲେକ୍ ଅଃନ୍ଦାର୍ ଗୁଚିଜଃଉଁଲି ଆର୍ ସଃତ୍ ଉଜାଳ୍ ଜାଣା ହଃଳ୍ଲିନି ।