ଜହନ୍ 13:38 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍38 ଜିସୁ କୟ୍ଲା, “ତୁୟ୍ କାୟ୍ ମର୍ ଗିନେ ନିଜାର୍ ଜିବନ୍ ଦେସି ? ମୁୟ୍ ତକ୍ ସଃତ୍ କଃଉଁଲେ ଆଜି ରାତି କୁକ୍ଳା ନଃବାସ୍ତେ ତୁୟ୍ ମକ୍ ତିନିତର୍ ନଃଜାଣି ବଃଲି କଃଉସି ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ38 ଯୀଶୁ କଇଲା, “ତୁଇ ସ୍ତ୍କ୍ରି ମର୍ଗିନେ ମ୍ରୁକେ ତିଆର୍ ଅଇ ଆଚ୍ସି କି? ମୁଇ ତକେ କ୍ମ୍ଲେ, ଆଜି ରାତି କୁକ୍ଳା ବାସି ନ୍କେର୍ତା ଆଗେ ତୁଇମକେ ତିନିତର୍ ନ୍ଜାଣିବ୍ଲି କ୍ଉସି।” အခန်းကိုကြည့်ပါ။ |
ଜିସୁ ଇତାର୍ ସଃଙ୍ଗ୍ ତିନିତର୍ ତାକ୍ ହଃଚାର୍ଲା, “ଏ ଜହନାର୍ ହୟ୍ସି ସିମନ୍, ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍ ?” ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍ ? ଇରି କୟ୍ ସେ ତିନିତର୍ ପିତର୍କେ ହଃଚାର୍ଲାକ୍ ପିତର୍ ଦୁକ୍ ଅୟ୍ ତାକ୍ କୟ୍ଲା, “ମାପ୍ରୁ, ତୁୟ୍ ସଃବୁ କଃତା ଜାଣି ଆଚ୍ସି; ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।” ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡାମଃନ୍କେ ଚଃରାଉ ।