25 ସେ ଚେଲା ଆରେକ୍ ଅଃଳକ୍ ଜିସୁର୍ ବୁକେ ଡେରାୟ୍ ଅୟ୍ ତାକ୍ ହଃଚାର୍ଲା, “ମାପ୍ରୁ ସେ କେ ?”
25 ସେ ଚେଲା ଯୀଶୁର୍ ବାଟ୍ ଡେରାଇ ଅଇଲା ଆର୍ ହ୍ଚାର୍ଲା, “ମାପ୍ରୁ, ସେ କେ?”
ସିମନ୍ ପିତର୍ ତାକ୍ ଆତ୍ସଃଗ୍ୟା କଃରି କୟ୍ଲା, “ସେ କାର୍ କଃତା କଃଉଁଲା, ତାକ୍ ହଃଚାର୍ ।”
ଜିସୁ ଜୁୟ୍ ଚେଲାକେ ଲାଡ୍ କଃର୍ତିରିଲା ଆର୍ ଜେ ରାତ୍ୟା କାତାବଃଳ୍ ତାର୍ ବୁକେ ଡେରାୟ୍ ଅୟ୍, ମାପ୍ରୁ, ତକ୍ କେ ସଃତ୍ରୁ ଆତେ ସଃହ୍ରି ଦଃୟ୍ଦ୍ ବଃଲି ହଃଚାରିରିଲା, ସେ ଚେଲାକେ ପିତର୍ ଉଲ୍ଟି କଃରି ହଃଚେ ଆସ୍ତିରିଲାର୍ ଦଃକ୍ଲା ।