7 ଦୁୟ୍ ଦିନାର୍ ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, “ଅଃମିମଃନ୍ ଜିଉଦାକେ ବାଉଳି ଜୁଆଁ ।”
7 ତାର୍ ହ୍ଚେ ସେ ଚେଲାମ୍ନ୍କେ କଇଲା, “ଆଶା ଅମିମ୍ନ୍ ଯିହୁଦା ଦେଶ୍କେ ଜୁମା।”
ହେରଦ୍ ରଃଜା ରାଇଜ୍ କଃର୍ତାବଃଳ୍ ଜିଉଦା ରାଜିର୍ ବେତ୍ଲିହିମ୍ ଗଃଳେ ଜିସୁ ଜଃଲମ୍ ଅୟ୍ଲା ହଃଚେ, ଦଃକା, ହୁର୍ବ ଦେସାର୍ କଃତିଗଟ୍ ହଃଣ୍ଡିତ୍ମଃନ୍ ଜିରୁସାଲମ୍ ଆୟ୍ଲାୟ୍,
ହଃଚେ ଜଃଡେବଃଳ୍ ଜିସୁର୍ ସଃର୍ଗେ ଜାତାର୍ ବେଳା ହୁରୁଣ୍ ଅୟ୍ ଆସ୍ତି ରିଲି, ସଃଡେବଃଳ୍ ସେ ଜିରୁସାଲମ୍ ଜଃଉଁକେ ମଃନ୍କେ ଅଃଟୁଆ କଃରି,
ତଃବେ ଲାଜାର୍ ମଃଳୁ ହଃଳି ଆଚେ ବଃଲି ଜିସୁ ସୁଣ୍ଲାକ୍ ହେଁ, ସେ ଜୁୟ୍ ଜଃଗାୟ୍ ରିଲା, ସେତି ଆରେକ୍ ଦୁୟ୍ ବିନ୍ ରଃୟ୍ଗଃଲା ।
କଃତି ଦିନ୍ ହଃଚେ ପାଉଲ୍ ବର୍ନବାକ୍ କୟ୍ଲା, “ଆଉ ଆମିମଃନ୍ ଜୁୟ୍ ଗଃଳେ ମଃନ୍ ମାପ୍ରୁର୍ କଃତା ପର୍ଚାର୍ କଃରି ଆଚୁ ସେ ସଃବୁ ଗଃଳ୍କେ ବାଉଳି ଜାୟ୍ ବାୟ୍ମଃନ୍ କଃନ୍କାର୍ ଆଚ୍ତି ସେରି ଦଃକୁକ୍ ଜୁ ।”