5 ଜିସୁ ମାର୍ତା ଆର୍ ତାର୍ ବେଣ୍ସି, ମରିୟମ୍ ଆର୍ ଲାଜାର୍କେ ଲାଡ୍ କଃର୍ତିରିଲା ।
5 ଯୀଶୁ ମାର୍ଥା, ମରୀୟମ୍ ଆର୍ ଲାଜାର୍କେ ବେସି ଲାଡ୍ କ୍ର୍ତିରିଲା।
ଜିସୁ ଆର୍ ତାର୍ ଚେଲାମଃନ୍ ଗଟେକ୍ ଗାଉଁଏ ହୁର୍ଲାୟ୍, ଆର୍ ମାର୍ତା ନାଉଁଆର୍ ଗଟେକ୍ ମାୟ୍ଜି ତାର୍ ଗଃରେ କୁଦି ନିଲି ।
ମଃତର୍ ମାର୍ତା ରାନ୍ଦାଗାଟା କଃର୍ତା କାମେ ଲାଗି ରିଲି, ଇତାକ୍ ସେ ଜିସୁର୍ ଚଃମେ ଆସି କୟ୍ଲି, “ଏ ମାପ୍ରୁ, ମର୍ ବେଣି ମକ୍ ଗଟ୍ଲକ୍କେ ଗଃରାର୍ ରାନ୍ଦା ଗଃଟା କାମ୍ କଃରୁକେ ଦଃକାୟ୍ ଦଃୟ୍ ଆଚେ, ସେବାଟ୍ କାୟ୍ ତର୍ ମଃନ୍ ନାୟ୍ ? ତଃବେ ମକେ ଉହ୍କାର୍ କଃରୁକେ ତାକ୍ କଃଉ ।”
ମଃତର୍ ମାପ୍ରୁ ଉତୁର୍ ଦିଲା, “ମାର୍ତା, ମାର୍ତା, ତୁୟ୍ ବୁତେକ୍ ବିସୟ୍ ଚିତା କଃରୁଲିସ୍ ଆର୍ ଜଃଞ୍ଜାଳ୍ ଅଃଉଁଲାସ୍ ।
ବେତାନିଆ ଗାଉଁଆର୍ ଲାଜାର୍ ନାଉଁଆର୍ ଗଟେକ୍ ଲକ୍ ମଃଳୁ ହଃଳି ରିଲା; ମରିୟମ୍ ଆର୍ ତାର୍ ବେଣ୍ସି ମାର୍ତା ସେ ଗାଉଁଏ ରେତିରିଲାୟ୍ ।
ତଃବେ ସେ ଦୁୟ୍ ବେଣି ଜିସୁର୍ ହାକ୍ କବୁର୍ ହଃଟାୟ୍ଲାୟ୍, “ମାପ୍ରୁ ଦଃକ୍ ଜାକେ ତୁୟ୍ ଲାଡ୍ କଃରୁଲିସ୍, ସେ ମଃଳୁ ହଃଳି ଆଚେ ।”
ସେତାକ୍ ଜିଉଦିମଃନ୍ କୟ୍ଲାୟ୍, “ଦଃକା, ସେ ତାକ୍ କଃତେକ୍ ଲାଡ୍ କଃର୍ତିରିଲା ।”
ତଃବେ ଲାଜାର୍ ମଃଳୁ ହଃଳି ଆଚେ ବଃଲି ଜିସୁ ସୁଣ୍ଲାକ୍ ହେଁ, ସେ ଜୁୟ୍ ଜଃଗାୟ୍ ରିଲା, ସେତି ଆରେକ୍ ଦୁୟ୍ ବିନ୍ ରଃୟ୍ଗଃଲା ।
ଚେଲାମଃନ୍ ଜିସୁକେ କୟ୍ଲାୟ୍, “ଏ ଗୁରୁ, ଜିଉଦିମଃନ୍ କଃତିଦିନ୍ ତଃଳେ ତକ୍ ଟେଳା ସୁତ୍ରି ମାରୁକ୍ ଚେସ୍ଟା କଃର୍ତି ରିଲାୟ୍, ସେତି କାୟ୍ ଆରେକ୍ ଗଟ୍ତର୍ ବାଉଳି ଜଃଉଁକେ ମଃନ୍ କଃରୁଲିସ୍ ?”
ବଃଲେକ୍ ଉବା ନିଜେ ତୁମିମଃନ୍କେ ଲାଡ୍ କଃରୁଲା, କାୟ୍ତାକ୍ବଃଲେକ୍ ତୁମିମଃନ୍ ମକ୍ ଲାଡ୍ କଃରୁଲାସ୍ ଆର୍ ମୁୟ୍ ଜେ ଇସ୍ୱର୍ ଲଃଗେ ହୁଣି ଆସିଆଚି, ସେରି ତୁମିମଃନ୍ ବିସ୍ୱାସ୍ କଃରୁଲାସ୍ ।
ଆରେକ୍, ତୁୟ୍ ମକ୍ ଜୁୟ୍ ଲାଡ୍ କଃଲିସ୍, ସେରି ଜଃନ୍କଃରି ସେମଃନାର୍ ତଃୟ୍ ରଃୟ୍ଦ୍ ଆର୍ ମୁୟ୍ ସେମଃନାର୍ ତଃୟ୍ ରଃୟ୍ନ୍ଦ୍, ଇତାର୍ ଗିନେ ମୁୟ୍ ସେମଃନ୍କେ ତର୍ ନାଉଁ ଜାଣାୟ୍ ଆଚି ଆର୍ ସଃବୁବଃଳ୍ ଜାଣାୟ୍ଦ୍ ।”