23 ଜିସୁ ମାର୍ତାକ୍ କୟ୍ଲା, “ତୁମାର୍ ବାୟ୍ ଆରେକ୍ ଉଟେଦ୍ ।”
23 ଯୀଶୁ ତାକେ କଇଲା, “ତର୍ ବାଇଦି ଆରେକ୍ ସ୍ତ୍ ଜୀବନ୍ ହାଇକ୍ରି ଉଟେଦ୍।”
ମଃତର୍ ଅଃବେ ହେଁ ତୁୟ୍ ଇସ୍ୱର୍କେ ଜାୟ୍ରି ମାଗ୍ସି, ଇସ୍ୱର୍ ଜେ ସେରି ତକ୍ ଦଃୟ୍ଦ୍, ଇରି ମୁୟ୍ ଜାଣି ।”
ମାର୍ତା ଜିସୁକେ କୟ୍ଲି, “ସେ ଜେ ସେସ୍ ଦିନ୍ ମଃରି ଉଟ୍ତାବଃଳ୍ ସେ ଉଟେଦ୍, ଇରି ମୁୟ୍ ଜାଣି ।”
ଜିସୁ ତାକ୍ କୟ୍ଲା, “ଜଦି ତୁୟ୍ ବିସ୍ୱାସ୍ କଃର୍ସି, ତଃବେ ଇସ୍ୱରାର୍ ଜଃଜ୍ମାନ୍ କାମ୍ ଦଃକ୍ସି ବଃଲି ମୁୟ୍ କାୟ୍ ତକ୍ କୟ୍ ନଃରିଲେ ?”