14 ତଃବେ, ଜିସୁ ସଃଡେବଃଳ୍ ନିକ କଃରି ବୁଜାୟ୍ କୟ୍ଲା, “ଲାଜାର୍ ମଃରି ଆଚେ;
14 ସେତାର୍ଗିନେ ଯୀଶୁ କୁଲାକୁଲି ବାବେ କଇଲା, “ଲାଜାର୍ ମ୍ରିଗ୍ଲା ବେ।
ଜିସୁ ଇ ସଃବୁ କଃତା ଚେଲାମଃନ୍କେ ହୁଟାୟ୍କଃରି କୟ୍ଲା, ମଃତର୍ ପିତର୍ ଜିସୁକେ ଗଟ୍ହାକ୍ ବିନେ କୁଦି ନଃୟ୍ ଦଃକା ଦିଲା, “ଇବାନ୍ୟା ତକେ କଃବେ ହେଁ ନଃଉଅ ।”
ସେତି ଜିଉଦିମଃନ୍ ଜିସୁକେ ଚାରିହାକ୍ ବେଳି ହଃଚାର୍ଲାୟ୍, “ଆର୍ କଃତି ଦିନ୍ ଅଃମିମଃନ୍କ୍ ଲୁକାୟ୍ ରେସି ? ଜଦି ତୁୟ୍ ହଃରାଣ୍ କ୍ରିସ୍ଟ, ତଃବେ ସଃତ୍ କଃରି ଅଃମିକ୍ କଃଉ ।”
ଜିସୁ ଲାଜାରାର୍ ମଃର୍ନ୍ କଃତା କୟ୍ରିଲା, ମଃତର୍ ସେ ନିଦେ ସୟ୍ରିଲା କଃତା କୟ୍ଲା ବଃଲି ସେମଃନ୍ ମଃନେ ବାବ୍ଲାୟ୍ ।
ଆର୍ ମୁୟ୍ ଜେ ସେ ଜଃଗାୟ୍ ନଃରିଲେ, ଜଃନ୍କଃରି ତୁମିମଃନ୍ ବିସ୍ୱାସ୍ କଃରାସ୍, ଇତାର୍ ଗିନେ ତୁମାର୍ ଗିନେ ସଃର୍ଦା କଃରୁଲେ; ଜୁଆଁ, ଅଃମିମଃନ୍ ତାର୍ ଲଃଗେ ଜୁଆଁ ।”
“ମୁୟ୍ ତୁମିମଃନ୍କେ କଃତାନି କୟ୍କଃରି କଃଉଁଲେ, ବେଳ୍ ଆସୁଲି, ଜଃଡେବଃଳ୍ ମୁୟ୍ ଆରେକ୍ କଃତାନି କୟ୍କଃରି ତୁମିମଃନ୍କେ ନଃକୟ୍ଁ, ମଃତର୍ ଉବାର୍ ବିସୟେ ନିକକଃରି ବୁଜ୍ଲାହର୍ ତୁମିମଃନ୍କେ ଜାଣାୟ୍ନ୍ଦ୍ ।
ଇ କଃତା ସୁଣି ତାର୍ ଚେଲାମଃନ୍ ତାକ୍ କୟ୍ଲାୟ୍, “ଦଃକ୍, ଅଃବେ ତୁୟ୍ ବୁଜ୍ଲା ହର୍କଃରି କଃଉଁଲିସ୍ ଆର୍ କଃତାନି ଆରେକ୍ ନଃକଉଁଲିସ୍ ।