23 ଆର୍ ଜିସୁ ମନ୍ଦିରେ ସଲ୍ମନ୍ ହିଣ୍ଡା ଉହ୍ରେ ବୁଲ୍ତି ରିଲା ।
23 ଯୀଶୁ ମନ୍ଦିରାର୍ ଶଲୋମନ୍ ମଣ୍ତପ୍ ଲ୍ଗେ ବୁଲ୍ତି ରିଲା।
ସଃଡେବଃଳ୍ ସିତ୍ ମାସ୍, ଆର୍ ଜିରୁସାଲମ୍ ମନ୍ଦିରେ ହୁର୍ତା ହଃର୍ବ୍ ଅଃଉତି ରିଲି ।
ସେ ଚଟାକେ ପିତର୍ ଆର୍ ଜହନ୍ ସଃଙ୍ଗ୍ ସଲ୍ମନାର୍ ହିଣ୍ଡାୟ୍ ରିଲାର୍ ଦଃକି ସଃବୁ ଲକ୍ ବଃଡେ କାବା ଅୟ୍ଲାୟ୍, ଆର୍ ସେମଃନାର୍ ତଃୟ୍ ଦଃବ୍ଳି ଆୟ୍ଲାୟ୍ ।
ପେରିତ୍ମଃନାର୍ ଆତେ ଲକ୍ମଃନାର୍ ବିତ୍ରେ ଗାଦେକ୍ ଚିନ୍ ଆର୍ କାବାଅଉତା କାମ୍ କଃରାଗଃଲି, ଆର୍ ସଃବୁ ବିସ୍ୱାସି ଦଃଳ୍ ସଲ୍ମନାର୍ ମଣ୍ଡପେ ଗଟେତଃୟ୍ ରୁଣ୍ଡ୍ଲାୟ୍ ।