2 ମଃତର୍ ଜେ ଦୁଆର୍ ବାଟ୍ ଅୟ୍ ହୁରେଦ୍, ସେ ମେଣ୍ଡା ମଃନ୍ଦାର୍ ଗଃଉଳିଆ ।
2 ଯେ ବାଟ୍ଉଗାଳି ଆସେଦ୍, ସେ ହ୍କା ମେଣ୍ଢାମ୍ନ୍କାର୍ ଗ୍ଉଳିଆ।
ଟଣ୍ଡ୍ ବାଟ୍ୟା ଜାୟ୍ରି ବିତ୍ରେ ଜାୟ୍ଦ୍, ସେରି ମାନାୟ୍କେ ବିଟାଳ୍ ନଃକେରେ, ମଃତର୍ ଟଣ୍ଡ୍ ବାଟ୍ୟା ଜାୟ୍ରି ବାରାୟ୍ଦ୍, ସେରି ହଃକା ମାନାୟ୍କେ ବିଟାଳ୍ କଃରେଦ୍ ।”
ମୁୟ୍ ନିକ ମେଣ୍ଡା ଗଃଉଳିଆ, ଉବା ଜଃନ୍କଃରି ମକ୍ ଜାଣିଆଚେ ଆର୍ ମୁୟ୍ ଉବାକ୍ ଜାଣି ।
ସେତାକ୍ ଜିସୁ ଆରେକ୍ କୟ୍ଲା, “ମୁୟ୍ ତୁମିକେ ସଃତ୍ କଃଉଁଲେ, ମୁୟ୍ ମେଣ୍ଡାମଃନାର୍ ଦୁଆର୍ ।
ମୁୟ୍ ଅଃଉଁଲେ ଦୁଆର୍, ଜେ ମର୍ ବାଟ୍ ଅୟ୍ ହୁରେଦ୍ ସେ ମୁକ୍ତି ହାୟ୍ଦ୍; ଆରେକ୍ ବିତ୍ରେ ଆସେଦ୍ ଆର୍ ହଃଦାୟ୍ ଜାୟ୍ ଚାରା ହାୟ୍ଦ୍ ।
ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ବିସୟେ ଆର୍ ଜୁୟ୍ ମଣ୍ଡ୍ଳି ଇସ୍ୱର୍ ଅଃହ୍ଣାର୍ ନିଜାର୍ ବଃନି ଦଃୟ୍ ଗେନି ଆଚେ ତାର୍ ସେ ମଣ୍ଡ୍ଳିକେ ହାଳି ପବିତ୍ର ଆତ୍ମା ଜୁୟ୍ ସଃବୁ ମଃନ୍ଦା ବିତ୍ରେ ତୁମିମଃନ୍କେ ମୁଳିକା ହର୍ ବାଚି ଆଚେ, ସେମଃନାର୍ ବିସୟେ ଜଃଗ୍ରତ୍ ଅୟ୍ରିଆ ।
ମଣ୍ଡ୍ଳିର୍ ପାରାଚିନ୍ମଃନ୍ ତର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ତକ୍ ଜୁୟ୍ ଆତ୍ମାର୍ ବର୍ ଦାନ୍ ଦିଆ ଅୟ୍ଆଚେ, ସେରି ଏଳା କଃର୍ ନାୟ୍ ।
ନଃସେର୍ତା ହାୟ୍ଟିମଃନ୍ ସଃରାଉଁକେ, ଆର୍ ମୁୟ୍ଁ କୟ୍ଲା ହଃର୍କାରେ ସଃବୁ ଗଳେମଃନ୍ ମଣ୍ଡ୍ଳିର୍ ପାରାଚିନ୍ ମଃନ୍କେ ବାଚୁକେ ମୁୟ୍ଁ ତକ୍ କ୍ରିତିୟେ ଚାଡି ଆୟ୍ଲେ ।
ଜୁୟ୍ ସୁସ୍ତା ଦେତା ଇସ୍ୱର୍ ସଃବୁଦିନ୍ ରେତା ନିଅମାର୍ ବଃନିର୍ ଗିନେ ମୁଳ୍ ମେଣ୍ଡା ଗଃଉଳିଆ, ବଃଲେକ୍ ଅଃମିମଃନାର୍ ମାପ୍ରୁ ଜିସୁକେ ମଃଲା ଲକ୍ମଃନାର୍ ବିତ୍ରେ ଲେଉଟାୟ୍ ଆଣ୍ଲା ।
ବଃଲେକ୍ ତୁମିମଃନ୍ ମେଣ୍ଡାହର୍ ବିନ୍ ବାଟ୍ ଜାୟ୍ରିଲାସ୍, ମଃତର୍ ଅଃବେ ତୁମିମଃନାର୍ ଆତ୍ମାର୍ ଗଃଉଳିଆ ଆର୍ ମୁଳିକା ହାକ୍ ବାଉଳି ଆସି ଆଚାସ୍ ।
ଜଃଡେବଃଳ୍ ମୁଳ୍ ମେଣ୍ଡା ଗଃଉଳିଆ ଆୟ୍ଲା ବଃଳ୍ ତୁମିମଃନ୍ ଜଃଜ୍ମାନାର୍ ନଃସ୍ଟ୍ ନଃଉତା ମୁକୁଟ୍ ହାଉଁଲାସ୍ ଜୁୟ୍ରି ତାର୍ ଜିକ୍ ଜିକା ଅଃଉତାର୍ କଃବେ ଆରାୟ୍ ନଃକେରେ ।
ମର୍ ବୁଜ୍ଣି ଆତେ ରିଲା ଜୁୟ୍ ସାତ୍ଗଟ୍ ତାରା ଦଃକ୍ଲିସ୍, ସେତାର୍ ଆର୍ ସାତ୍ଗଟ୍ ସନା ଦିହାର୍ ବିତ୍ରି କଃତା ଇରି, ସେ ସାତ୍ଗଟ୍ ତାରା ସାତ୍ଗଟ୍ ମଣ୍ଡ୍ଳିର୍ ଦୁତ୍ମଃନ୍ ଆର୍ ସାତ୍ଗଟ୍ ଦିହ୍ରୁକା ସାତ୍ଗଟ୍ ମଣ୍ଡ୍ଳି ।”