ଜହନ୍ 10:14 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍14 ମୁୟ୍ ନିକ ମେଣ୍ଡା ଗଃଉଳିଆ, ଉବା ଜଃନ୍କଃରି ମକ୍ ଜାଣିଆଚେ ଆର୍ ମୁୟ୍ ଉବାକ୍ ଜାଣି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ14 ମୁଇ ବ୍ଲ୍ ମେଣ୍ଢାଗ୍ଉଳିଆ, ଇଶ୍ୱର୍ ମକେ ଜ୍ନ୍କ୍ରି ଜାଣୁଲା ଆର୍ ମୁଇ ସେନ୍କ୍ରି ତାକେ ଜାଣୁଲେ, အခန်းကိုကြည့်ပါ။ |
ଜୁୟ୍ଲଃଗେ ସୟ୍ତାନାର୍ ସିଙ୍ଗାସଣ୍ ଆଚେ, ସେତି ତୁମିମଃନ୍ ବାସା କଃରୁଲାସ୍, ଇରି ମୁୟ୍ ଜାଣିଆଚି; ଅୟ୍ଲେକ୍ ହେଁ ତୁମିମଃନାର୍ ମର୍ ନାଉଁ ଉହ୍ରେ ଅଃଟୁଆ ବିସ୍ୱାସ୍ ଆଚେ, ଇବାନ୍ୟା କି ମର୍ ଗଟେକ୍ ବିସ୍ୱାସି ଦଃଙ୍ଗ୍ଳା ଆନ୍ତିପାକ୍ ସୟ୍ତାନ୍ ବାସା କଃର୍ତା ତଃୟ୍ ଜଃଡେବଃଳ୍ ମଃର୍ନେ ମାର୍ଲାୟ୍, ସଃଡେବଃଳ୍ ହେଁ ତୁମି ମର୍ ତଃୟ୍ ବିସ୍ୱାସ୍ କଃର୍ତାର୍ ଚାଡି ନଃରିଲାସ୍ ।
ମୁଁୟ୍ ତୁମାର୍ କାମ୍, କଃସ୍ଟ୍ ଆର୍ ସଃମ୍ବାଳ୍ତାର୍ ଜାଣିଆଚି; ଆରେକ୍ ମୁୟ୍ ଜାଣି ଆଚି, ତୁମି ଜେ ଦୁସ୍ଟ୍ମଃନାର୍ କାମ୍ ସଃମ୍ବାଳୁ ନଃହାରାସ୍ । ଆରେକ୍ ଜୁୟ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ପେରିତ୍ ଚେଲା ବଃଲି କଃଉତି, ମଃତର୍ ସଃତ୍କଃରି ସେମଃନ୍ ପେରିତ୍ ଚେଲା ନାୟ୍, ସେମଃନ୍କେ ତୁମି ପରିକ୍ୟା କଃରି ମିଚ୍ କଃଉତା ଲକ୍ମଃନ୍ ବଃଲି ହଃର୍ମାଣ୍ କଃରି ଆଚାସ୍ ।