8 ସେ ନିଜେ ସେ ଉଜାଳ୍ ନଃରିଲା, ମଃତର୍ ସେ ଉଜାଳାର୍ କଃତା ସାକି ଦେଉଁକେ ଆସିରିଲା ।
8 ଯୋହନ୍ ନିଜେ ସେ ଉଜାଳ୍ ନ୍ରିଲା, ମ୍ତର୍ ସେ ଉଜାଳ୍ ବିଷୟେ ପର୍ଚାର୍ କ୍ରୁକେ ଆସିରିଲା।
ଜହନ୍ ହୁଟାୟ୍କଃରି କୟ୍ଲା, “ମୁୟ୍ କ୍ରିସ୍ଟ ନାୟ୍ ।”
ଜୁୟ୍ ସଃତ୍ ଉଜାଳ୍ ଜଃଗତେ ଆସି ସଃବୁ ଜାତିକ୍ ଉଜାଳ୍ କଃରେଦ୍, ସେରିହଃକା ସଃତ୍ୟା ଉଜାଳ୍ ।
“ମୁୟ୍ କ୍ରିସ୍ଟ ନାୟ୍, ତାର୍ ଆଗାଳି ହଟାୟ୍ଲାର୍ ଆସିଆଚି, ମୁୟ୍ ଇରି କୟ୍ରିଲେ । ତୁମିମଃନ୍ ନିଜେ ସେ ସାକି ।
ସେତାକ୍ ପାଉଲ୍ କୟ୍ଲା, “ଜହନ୍ ଇସ୍ରାଏଲ୍ ଲକ୍ମଃନ୍କେ ମଃନ୍ ବାଦ୍ଲାଉତା ବାପ୍ତିସମେ ବାପ୍ତିସମ୍ ଦଃୟ୍, ତାର୍ହଃଚେ ଜେ ଆସେଦ୍ ତାର୍ ତଃୟ୍ ବଃଲେକ୍ ଜିସୁର୍ ତଃୟ୍ ବିସ୍ୱାସ୍ କଃରୁକେ ଅୟ୍ଦ୍ ବଃଲି ଲକ୍ମଃନ୍କେ କଃଉତି ରିଲା ।