4 ସେ ବାକ୍ୟ ଜିବନାର୍ ମୁଳ୍ ରିଲି ଆର୍ ସେଜିବନ୍ ମାନାୟ୍ ଜାତିର୍ ଉଜାଳ୍ ।
4 ତାର୍ ତ୍ଇ ଜୀବନ୍ ରିଲି ଆର୍ ସେ ସ୍ବୁ ଲକ୍ମ୍ନ୍କାର୍ ଗିନେ ଉଜାଳ୍।
ଅଃନ୍ଦାରେ ବାସା କଃର୍ତା ଲକ୍ମଃନ୍ ଗଟେକ୍ ବଃଡ୍ ଉଜାଳ୍ ଦଃକ୍ତି, ଆର୍ ମଃର୍ନାର୍ ଚାୟ୍ ଦେସେ ରେତା ଲକ୍ମଃନାର୍ ଉହ୍ରେ, ସେ ଉଜାଳ୍ ଉଦେଦ୍ ।”
ଆର୍, ଅଜିଉଦିମଃନ୍କେ ସଃତ୍ ଜାଣାଉତା ଉଜାଳ୍ ଆରେକ୍ ତର୍ ଲକ୍ ଇସ୍ରାଏଲାର୍ ଜଃଜ୍ମାନ୍ କଃରିଆଚ୍ସି ।”
ଜିସୁ ତାକ୍ କୟ୍ଲା, “ମୁୟ୍ ମଃରି ଉଟ୍ତାର୍ ଆର୍ ଜିବନ୍, ଜୁୟ୍ ଲକ୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ଜଦି ମଃରେଦ୍, ଅୟ୍ଲେକ୍ ହେଁ ସେ ବାଚେଦ୍ ।
ସେତାକ୍ ଜିସୁ ସେମଃନ୍କେ କୟ୍ଲା, ଆରେକ୍ ଅଃଳକ୍ ବେଳା ମଃତର୍ ଉଜାଳ୍ ତୁମାର୍ ବିତ୍ରେ ଆଚେ, ଅଃନ୍ଦାର୍ ଜଃନ୍କଃରି ତୁମିମଃନ୍କେ ଡାହି ନଃକେରେ, ଇତାର୍ ଗିନେ ତୁମାର୍ ଲଃଗେ ଉଜାଳ୍ ରେଉଁ ରେଉଁ ଜଃଗ୍ରାତ୍ ଅଃଉଆ; ଜେ ଅଃନ୍ଦାରେ ଚାଲାଚାଲ୍ତି କଃରେଦ୍, ସେ କେଣେ ଜଃଉଁଲା ସେରି ନଃଜାଣେ ।
ଜୁୟ୍ ଲକ୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ଜଃନ୍କଃରି ଅଃନ୍ଦାରେ ବାସା ନଃକେରେ, ଇତାର୍ ଗିନେ ମୁୟ୍ ଜଃଗତ୍କେ ଉଜାଳ୍ ଅୟ୍ ଆସି ଆଚି ।
ଜିସୁ ତାକ୍ କୟ୍ଲା, “ମୁୟ୍ ବାଟ୍, ସଃତ୍ ଆର୍ ଜିବନ୍, ମର୍ ଦଃୟ୍ ନଃଗେଲେକ୍ କେ ହେଁ ଉବାର୍ ହାକ୍ ଜଃଉଁ ନାହାରେ ।
ଆର୍, ସେ ବିଚାର୍ ଇରି, ଜଃଗତାର୍ ଉଜାଳ୍ ତଃରାସି ଆଚେ, ଆର୍ ଲକ୍ମଃନ୍ ଉଲାଳ୍କେ ନଃଚିକଃରି ଅଃନ୍ଦାର୍କେ ଲାଡ୍ କଃଲାୟ୍, ବଃଲେକ୍ ସେମଃନ୍କାର କାମ୍ ସଃବୁ ମଃନ୍ଦ୍ ।
ଜଃନ୍କଃରି ଉବା ମଃଲା ଲକେ ଉଟାୟ୍ ସେମଃନ୍କେ ଜିବନ୍ କଃରେଦ୍, ସେରଃକମ୍ ହୟ୍ସି ହେଁ ଜାକେ ମଃନ୍ କଃରେଦ୍ ତାକ୍ ଜିବନ୍ ଦଃୟ୍ଦ୍ ।
ବଃଲେକ୍ ଉବା ଜଃନ୍କଃରି ନିଜେ ଜିବନ୍, ସେରଃକମ୍ ହୟ୍ସିକ୍ ହେଁ ନିଜେ ଜିବନାର୍ ମୁଳ୍ ଅଃଉଁକେ ଦଃୟ୍ଆଚେ ।
ଜିସୁ ଆରେକ୍ ଲକ୍ମଃନ୍କେ କୟ୍ଲା, “ମୁୟ୍ ଜଃଗତାର୍ ଉଜାଳ୍, ଜେ ମର୍ ହଃଚେ ହଃଚେ ଆସେଦ୍, ସେ ଜିବନାର୍ ଉଜାଳ୍ ହାୟ୍ଦ୍, ଆର୍ ସେ କଃବେ ହେଁ ଅଃନ୍ଦାରେ ନିଣ୍ଡେ ।”
ଇ ଜଃଗତେ ରେତା ହଃତେକ୍ ମୁୟ୍ ଜଃଗତାର୍ ଉଜାଳ୍ ।”
ବଃଲେକ୍ କ୍ରିସ୍ଟ ବାୟ୍ଦ୍ରେ ଦୁକ୍ ବୟଃଗ୍ କଃରି ଆରେକ୍ ମଃଲା ଲକ୍ ତଃୟ୍ହୁଣି ହଃର୍ତୁ ଉଟ୍ଲା ହଃଚେ ଜିଉଦି ଆର୍ ଅଜିଉଦି ଲକ୍ମଃନାର୍ ତଃୟ୍ ମୁକ୍ତିର୍ ଉଜାଳ୍ ଦଃକାୟ୍ଦ୍ ।”
ଇ ରଃକମ୍ ଲେକା ହେଁ ଆଚେ, ହଃର୍ତୁ ମାନାୟ୍ ଆଦମ୍ ଜିବନ୍ ରିଲାର୍ ଅୟ୍ଲା ସଃରାସଃରି ଆଦମ୍ ଜିବନ୍ ଦେତାର୍ ଆତ୍ମା ଅୟ୍ଲା ।
ବଃଲେକ୍ ଉଜାଳ୍ ସଃବୁ ବିସୟ୍କେ ନିକକଃରି ଦଃକାୟ୍ଦ୍ । ସେତାର୍ ଗିନେ ଲେକା ଆଚେ, “ଏ ନିଦଳାମଃନ୍ ଚେତା ଅଃଉଆ, ମଃଲା ଲକ୍ ମଃଲାତ୍ୟ୍ ହୁଣି ଉଟା, କ୍ରିସ୍ଟ ତୁମିକେ ଉଜାଳ୍ ଦଃୟ୍ଦ୍ ।”
ଅଃମିମଃନାର୍ ଜିବନ୍ ହର୍ ଜେ କ୍ରିସ୍ଟ, ଜଃଡ୍ବଃଳ୍ ସେ ଦଃକାୟ୍ ଅୟ୍ଦ୍, ସଃଡେବଃଳ୍ ତୁମିମଃନ ହେଁ ତାର୍ ସଃଙ୍ଗ୍ ଜଃଜ୍ମାନେ ଦଃକାୟ୍ ଅଃଉଆସ୍ ।
ଆରୁମେ ଜେ ରିଲା ଜାର୍ ବାକ୍ୟ ଅଃମିମଃନ୍ ସୁଣି ଆଚୁ, ଜାକେ ନିଜ୍ଆକାୟ୍ ଦଃକି ଆଚୁ । ଆର୍ ନିଜାର୍ ଆତେ ଚୁୟ୍ ଆଚୁ, ସେ ଜିବନ୍ ହର୍ କଃତାକ୍ ତୁମିମଃନ୍କେ ଜାଣାଉଁଲୁ ।
ସେ ଜିବନ୍ ଦଃକାୟ୍ ଅୟ୍ଲା ଆର୍ ଅଃମିମଃନ୍ ଦଃକିଆଚୁ ଆର୍ ସାକି ଦେଉଁଲୁ; ଜୁୟ୍ ଅଃମ୍ବର୍ ଜିବନ୍ ଉବାର୍ ସଃଙ୍ଗ୍ ରିଲା ଆର୍ ଅଃମିମଃନାର୍ ତଃୟ୍ ଦଃକାୟ୍ ଅୟ୍ଲା, ତାର୍ କଃତା ତୁମିମଃନ୍କେ ଜାଣାଉଁଲୁ ।
ସେ ସାକି ଜେ, ଇସ୍ୱର୍ ଅଃମିମଃନ୍କ୍ ଅଃମ୍ବର୍ ଜିବନ୍ ଦଃୟ୍ ଆଚେ, ଆରେକ୍ ସେ ଜିବନ୍ ତାର୍ ହୟ୍ସି ଟାଣେ ଆଚେ ।
ନଃଉଆଁ ହୁର୍ତି ତଃୟ୍ କାଚ୍ ହର୍ ନିର୍ମୁଳ୍ ଜିବନ୍ ହାଣିର୍ ଗଟେକ୍ ଗାଡ୍ ଦୁତ୍ ମକ୍ ଦଃକାୟ୍ଲା । ଇ ଗାଡ୍ ଇସ୍ୱର୍ ଆର୍ ମେଣ୍ଡାହିଲାର୍ ସିଙ୍ଗାସଣେ ହୁଣି ବାରାୟ୍,
“ମୁୟ୍ଁ ଜିସୁ । ମଣ୍ଡ୍ଳିମଃନାର୍ ତଃୟ୍ ତୁମିମଃନାର୍ ନିକର୍ ଗିନେ ଇ ସଃବୁ ବିସୟ୍ ସାକି ଦେଉଁକ୍ ମର୍ ଦୁତ୍କେ ହଃଟାୟ୍ ଆଚି । ମୁୟ୍ ଦାଉଦ୍ ବଃଉଁସାର୍ । ମୁୟ୍ ସେ ଉଜାଳ୍ ସଃକାଳାର୍ ତାରା ।”