37 ସେ ଜଳେକ୍ ଚେଲା ତାର୍ କଃଉତାର୍ ସୁଣି ଜିସୁର୍ ହଃଚେହଃଚେ ଗଃଲାୟ୍ ।
37 ଇକ୍ତା ଶୁଣିକ୍ରି ସେ ଜଳେକ୍ ଚେଲା ଯୀଶୁର୍ ହ୍ଚେ ହ୍ଚେ ଗ୍ଲାଇ।
ସଃଡେବଃଳ୍ ଜିସୁ ଇଣ୍ଡି ଜାତାର୍ ଦଃକି, ଜହନ୍ କୟ୍ଲା, “ଏଦେ ଦଃକା ଇସ୍ୱରାର୍ ମେଣ୍ଡା ବଦା ।”
ଜିସୁ ଉଲ୍ଟି ସେମଃନ୍ ତାର୍ ହଃଚେ ହଃଚେ ଆସ୍ତାର୍ ଦଃକି ହଃଚାର୍ଲା, “ତୁମିମଃନ୍ କାୟ୍ରି ଲଳୁଲାସ୍ ?” ସେମଃନ୍ ତାକ୍ କୟ୍ଲାୟ୍, “ରାବ୍ବି, ବଃଲେକ୍, ଗୁରୁ, ତୁୟ୍ କୁୟ୍ତି ରେଉଁଲିସ୍ ?”
ତାର୍ ଆର୍କ ଦିନ୍ ଜିସୁ ଗାଲିଲି ଜଃଉଁକେ ମଃନ୍ କଃଲା, ସେ ପିଲିପ୍କେ ଦଃକ୍ଲା ଆର୍ ତାକେ କୟ୍ଲା, “ମର୍ ହଃଚେ ହଃଚେ ଆଉ ।”
ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
ତୁମାର୍ ଟଣ୍ଡେ ହୁଣି କଃରାବ୍ କଃତା ନଃବାରାଅ । ତୁମାର୍ କଃତା ବଃଡେ ନିକ, ଉହ୍କାର୍ ଆର୍ ଲାବ୍ ଦେତାରି ଅଃଉଅ । ତଃବେ ଜୁୟ୍ ମଃନ୍ ତୁମାର୍ କଃତା ସୁଣ୍ତି, ସେମଃନାର୍ ଗିନେ ସେରି ଦଃୟାର୍ ବିସୟ୍ ଅୟ୍ଦ୍ ।
ପବିତ୍ର ଆତ୍ମା ଆର୍ ସେ ନଃଉଆଁ କଃନ୍ୟା କଃଉଁଲାୟ୍, ଆସା । ସୁଣ୍ତା ହଃତି ଲକ୍ ହେଁ କଃଉତି, ଆସା । ଜୁୟ୍ ଲକ୍କେ ସସ୍ ଲାଗୁଲି, ସେ ଆସ । ଜିବନ୍ ଦେତା ହାଣି କାଉଁକେ ଜାର୍ ଇଚା, ସେ ଆସି ମଲ୍ ନଃଦେତେ ସେରି ନେଉଅ ।