7 ଇବାନ୍ୟା ଲକ୍ମଃନାର୍ ସଃଙ୍ଗ୍ ଅଃଉଆ ନାୟ୍ ।
7 ଅନ୍କ୍ରି ଲକ୍ମ୍ନ୍କାର୍ ସ୍ଙ୍ଗ୍ ମିଳାମିସା କ୍ରାନାଇ।
ଅବିସ୍ୱାସିମଃନାର୍ ସଃଙ୍ଗ୍ ସଃମାନ୍ ବାବେ ନିଜ୍କେ ଗଃଣାୟ୍ ଅଃଉଆ ନାୟ୍, କାୟ୍ତାକ୍ବଃଲେକ୍ ଦଃର୍ମ୍ ଆର୍ ଅଃଦଃର୍ମ୍ ବିତ୍ରେ କାୟ୍ ମିଳାମିସା ? କି ଅଃନ୍ଦାର୍ ସଃଙ୍ଗ୍ ଉଜାଳାର୍ କାୟ୍ ମିଳାମିସା ?
ଗୁପ୍ତ୍ରି ଇରି ନିକ କବୁରାର୍ ଗିନେ ଇସ୍ୱରାର୍ ଦଃୟା ଅଜିଉଦିମଃନ୍କେ ହେଁ ଦିଆ ଅୟ୍ଆଚେ । ସେମଃନ୍ ହେଁ ଗଟେ ଗଃଗାଳାର୍ ଅଃଙ୍ଗ୍ ଆର୍ ଇସ୍ୱରାର୍ ସଃୟ୍ତ୍ ଜିସୁ କ୍ରିସ୍ଟର୍ ତଃୟ୍ କଃଲାର୍ ବାଗ୍ ହାଉତି ।
ଲକମଃନ୍ ଅଃନ୍ଦାରେ ଜୁୟ୍ ସଃବୁ ଅଃସାର୍ କାମ୍ କଃରୁଲାୟ୍, ସେନ୍କା କାମାର୍ ବାଗିଦାରି ଅଃଉଆ ନାୟ୍, ଆରେକ୍ ସେମଃନାର୍ ଦଃସ୍ ସଃବୁ ଉଜାଳେ ଦଃକାୟ୍ ଦିଆସ୍ ।
ଦଃର୍ଲାଦାହ୍ରେ କାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ବର୍ ଦେସ୍ ନାୟ୍, କି ବିନ୍ ଲକାର୍ ହାହାର୍ ସଃଙ୍ଗୁଆଳି ଅଃଉ ନାୟ୍, ଆର୍ ନିଜ୍କେ ନିର୍ମୁଳ୍ କଃରି ରେ ।
ହଃଚେ ମୁୟ୍ ସଃର୍ଗେ ହୁଣି ଆରେକ୍ ଗଟେକ୍ ସଃବ୍ଦ୍ ଇରି କଃଉତାର୍ ସୁଣ୍ଲେ, “ଏ ମର୍ ଲକ୍ମଃନ୍ ବାରାୟ୍ ଆସା ! ତାର୍ ଲଃଗେ ହୁଣି ବାରାୟ୍ ଆସା ! ତୁମିମଃନ୍ ତାର୍ ହାହେ ଆରେକ୍ ବୁଡି ରିଆ ନାୟ୍; ସେ ଜୁୟ୍ ଦଃଣ୍ଡ୍ ହାୟ୍ଦ୍, ସେତିର୍ ବାଗିଦାରି ଅଃଉଆ ନାୟ୍ ।