26 କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ହାଣାୟ୍ ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା,
26 ଖ୍ରୀଷ୍ଟ ମ୍ଣ୍ତଳିକେ ପବିତର୍ କ୍ରୁକେ ଇଶ୍ଵରାର୍ ବାକ୍ୟ ଆର୍ ହାଣିଲ୍ଗେ ଦ୍ଇଆଚେ।
ଜିସୁ ତାକ୍ କୟ୍ଲା, “ଜେ ଗଃଦାୟ୍ ଆଚେ ତାର୍ ଗଡ୍ ଦଃଉତା ଦଃର୍କାର୍ ଆର୍ କାୟ୍ରି କଃରୁକେ ଲଳା ନାୟ୍, ସେ ଲକ୍ ସଃତ୍କଃରି ନିର୍ମୁଳ୍, ତୁମିମଃନ୍ ସଃବୁ ଲକ୍ ନିର୍ମୁଳ୍ ଆଚାସ୍, ମଃତର୍ ଏକ୍ଲା ନାୟ୍ ।”
ମୁୟ୍ ତୁମିମଃନ୍କେ ଜୁୟ୍ କଃତା କୟ୍ଆଚି, ସେତାର୍ଗିନେ ତୁମିମଃନ୍ ନିର୍ମୁଳ୍ ଅୟ୍ ସଃରିଆଚାସ୍ ।
ତୁମିମଃନ୍ ଜଃବର୍ ହଃଳ୍ ହଃଳ୍ଲେକ୍ ମର୍ ଉବା ଜଃଜ୍ମାନ୍ ହାୟ୍ଦ୍, ଆର୍ ତୁମିମଃନ୍ ମର୍ ନିଜାର୍ ଚେଲା ଅଃଉଆସ୍ ।
ତୁୟ୍ ମକ୍ ଜୁୟ୍ ଜୁୟ୍ରି ସଃର୍ହି ଦଃୟ୍ ଆଚ୍ସି, ସେ ସଃବୁ ଜେ ତର୍ ତଃୟ୍ହୁଣି ଆସି ଆଚେ, ଇରି ସେମଃନ୍ ଅଃବେ ବୁଜି ଆଚ୍ତି ।
ଜିସୁ କୟ୍ଲା, “ସଃତ୍ କଃରି ମୁୟ୍ ତକ୍ କଃଉଁଲେ, ହାଣି ଆର୍ ଆତ୍ମାୟ୍ ଆରେକ୍ ତରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜେ ଜଃଉଁ ନାହାରେ ।
ଆର୍ ଅଃବେ ତୁୟ୍ କାୟ୍ତାକ୍ ବେଳା କଃରୁଲିସ୍, ଉଟ୍ ବାପ୍ତିସମ୍ ହାଉ, ଆରେକ୍ ତାର୍ ନାଉଁଏ ପାର୍ତ୍ନା କଃରି ନିଜାର୍ ହାହ୍ ସଃବୁ ଦଃଉ ।”
ତୁୟ୍ ସେମଃନାର୍ ଆକି ଦଃକାଉଁକେ ଅୟ୍ଦ୍ ଆର୍ ସେମଃନ୍କେ ଅଃନ୍ଦାରେ ହୁଣି ଉଜାଳେ ଆର୍ ସୟ୍ତାନ୍ ଅଃଦିକାରେ ହୁଣି ମାପ୍ରୁ ହାକ୍ ବାଉଳାୟ୍ ଆଣୁକେ ଅୟ୍ଦ୍ ଆର୍ ଜଃନ୍କଃରି ମର୍ ତଃୟ୍ ବିସ୍ୱାସାର୍ ଗିନେ ସେମଃନାର୍ ହାହ୍ କେମା ଅୟ୍ଦ୍ ଆର୍ ମାପ୍ରୁର୍ ବାଚ୍ଲା ଲକ୍ ମଃନାର୍ ତଃୟ୍ ସେମଃନ୍ ଟାଣ୍ ହାଉତି ।”
କାୟ୍ତାକ୍ ବଃଲେକ୍ ସାସ୍ତର୍ ହଃର୍କାରେ, ‘ଇସ୍ୱରାର୍ କବୁର୍ ତୁମାର୍ ଚଃମେ, ତୁମାର୍ ଟଣ୍ଡେ ଆର୍ ମଃନ୍ବିତ୍ରେ ଆଚେ ।’ ବିସ୍ୱାସ୍ ବିସୟେ ଇ କବୁର୍ ହଃକା ଅଃମି ପର୍ଚାର୍ କଃରୁଲୁ ।
ଆର୍ ତୁମିମଃନ୍କାର୍ ବିତ୍ରେ କୁୟ୍ କୁୟ୍ ଲକ୍ମଃନ୍ ଇରଃକମ୍ ରିଲାୟ୍; ମଃତର୍ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ଆର୍ ଅଃମିମଃନାର୍ ଇସ୍ୱରାର୍ ଆତ୍ମା ତଃୟ୍ ତୁମିମଃନ୍କେ ଦଃଉଆ ଅୟ୍ଆଚେ, ନିର୍ମୁଳ୍ କଃରା ଅୟ୍ ଆଚାସ୍ ଆର୍ ଦଃର୍ମି ବଃଲି ଗଃଣା ଅୟ୍ ଆଚାସ୍ ।
କାୟ୍ତାକ୍ବଃଲେକ୍ ଇସ୍ୱରାର୍ କଃତାର୍ ଉଦ୍ଜଗି ତଃୟ୍ ମୁୟ୍ଁ ତୁମିମଃନାର୍ ଗିନେ ଉଦ୍ଜଗି, ଜୁୟ୍ତାର୍ ଗିନେ କି ମୁୟ୍ଁ ତୁମିମଃନ୍କେ ସଃତିକାର୍ କଃନ୍ୟା ହର୍ ଗଟେକ୍ ବଃର ତଃୟ୍, ବଃଲେକ୍ କ୍ରିସ୍ଟର୍ ତଃୟ୍, ସଃହ୍ରି ଦେଉଁକ୍ ବାଗ୍ଦାନ୍ କଃରିଆଚି ।
ଆରେକ୍ ମୁକ୍ତିର୍ ହର୍ ମୁଣ୍ଡ୍ ଟହ୍ରି ହିନ୍ଦା ଆର୍ ପବିତ୍ର ଆତ୍ମା ଦିଲା ବଃଲେକ୍ ଇସ୍ୱରାର୍ ବାକ୍ୟହର୍ କଃଣ୍ଡା ଦଃରା ।
କ୍ରିସ୍ଟର୍ କଃତା ତୁମିମଃନାର୍ ମଃନେ ଜଃବର୍ ବାସାକଃର; ତୁମିମଃନ୍ ହଃତିଲକ୍ ହୁର୍ନ୍ ବୁଦିର୍ ସଃଙ୍ଗ୍ ସିକାଉଆ ଆର୍ ଚେତାଉଆ, ଆରେକ୍ ଇସ୍ୱରାର୍ ଗିନେ ଗିତ୍ ପ୍ରସଂସା, ଦଃର୍ମ୍ ଗିଆନେ ମଃନ୍ସଃହ୍ରି ଗିତ୍ କଃଉଆ ।
ସେ ଜିସୁ କ୍ରିସ୍ଟ ଅଃମିମଃନ୍କ୍ ସବୁ ହାହେ ହୁଣି ମୁକ୍ଳାଉଁକେ ଆର୍ ଅଃହ୍ଣାର୍ ଗିନେ ସଃତ୍କାମେ କାମିକା ନିଜାର୍ ଲକ୍ହର୍ ନିର୍ମୁଳ୍ କଃରୁକେ ଅଃମିମଃନାର୍ ହାଁୟ୍ ଅଃହ୍ଣାକ୍ ଦିଲା ।
ଇସ୍ୱରାର୍ ଜଃଜ୍ନାକେ ଜିସୁ କ୍ରିସ୍ଟ ହୁରୁଣ୍ କଃଲାକ୍ ତାର୍ ଗଃଗାଳ୍କେ ଗଟେତର୍କେ ସଃବୁ ଲକାର୍ ହାଁୟ୍ ସଃହ୍ରି ଦିଲାକ୍ ଅଃମିମଃନ୍ ହାହେ ହୁଣି ନିର୍ମୁଳ୍ ଅୟ୍ଲୁ ।
ଗଟେକ୍ ମଃତର୍ ହୁଜା ଟେକି ଦିଲା ତଃୟ୍ ସେ ପବିତ୍ର କଃରା ଅୟ୍ରିଲା ଲକ୍ମଃନ୍କେ ସଃବୁ ଦିନାର୍ ଗିନେ ସିଦ୍ କଃରିଆଚେ ।
ଆସା, ଅଃମିମଃନ୍ କ୍ରିସ୍ଟର୍ ବଃନିସଃଙ୍ଗ୍ ଦୟ୍କଃରି ବିଟାଳ୍ ବାବ୍ନା ନିର୍ମୁଳ୍ କଃରୁଆଁ ଆର୍ ନିର୍ମୁଳ୍ ହାଣାୟ୍ ଗଃଗାଳ୍ ଦୟ୍କଃରି ଦିର୍ ମଃନେ ହୁର୍ନ୍ ବିସ୍ୱାସେ ଇସ୍ୱରାର୍ ଚଃମେ ଅଃଉଁଆ;
ତଃବେ ବାବି ଦଃକା, ଜେ ଇସ୍ୱରାର୍ ହୟ୍ସିକ୍ ହାଦ୍ତଃଳେ କଃରି ଆଚେ, ନିଅମାର୍ ଜୁୟ୍ ବଃନିଏ ସେ ପବିତ୍ର କଃରା ଅୟ୍ରିଲା, ତାକେ ହଲ୍ୟା ବଃଲି ମଃନେ କଃରିଆଚେ ଆର୍ ଦଃୟା ଦେତା ଆତ୍ମାକେ ଲିନ୍ଦା କଃରି ଆଚେ, ସେ କଃତେକ୍ ଅଃଦିକ୍ ଦଃଣ୍ଡାର୍ ଜୟ୍ଗ୍ ନୟ୍ ।
ସେବାନ୍ୟା ଜିସୁ ହେଁ ଅଃହ୍ଣାର୍ ବଃନିଏ ଜଃନ୍କଃରି ଲକ୍କେ ପବିତ୍ର କଃରେଦ୍, ଇତାର୍ ଗିନେ ହାଡାମୁଣ୍ଡେ ମଃର୍ନ୍ ବୟଃଗ୍ କଃଲା ।
କାୟ୍ତାକ୍ବଃଲେକ୍ ଇସ୍ୱରାର୍ କଃତା ଜିବନ୍ ଆର୍ କାମ୍ ହୁରା କଃର୍ତାର୍, ଆରେକ୍ ଦୁୟ୍ବାଟ୍ ଦାର୍ ରେତା କଃଣ୍ଡା ତଃୟ୍ହୁଣି ଅଃଦିକ୍ ଲାଗୁଣ୍, ଆର୍ ଜିବନ୍ ଆର୍ ଆତ୍ମା, ଗଃଟି ଆର୍ ଆଡ୍ ବିତ୍ରେ ରିଲା ସୁଇଁ ହଃତେକ୍ ବେଦି ଜାୟ୍ଦ୍ ଆରେକ୍ ମଃନାର୍ ଚିତା ଆର୍ ବାବାର୍ ନିକ ବିଚାର୍ କଃରେଦ୍ ।
ତଃବେ ଜୁୟ୍ କ୍ରିସ୍ଟ ସଃବୁବଃଳ୍ ଆତ୍ମାର୍ ଦଃୟ୍ ଅଃହ୍ଣାକ୍ ଦାଗ୍ ନୟ୍ଲା ହୁଜା ହର୍ ଇସ୍ୱରାର୍ ଚଃମେ ଟେକି ଦିଲା, ତାର୍ ବଃନି କଃତେକ୍ ଅଃଦିକ୍ ଅଃମାର୍ ଇସ୍ୱରାର୍ ସେବା କଃରୁକେ ମଃଲା କାମେ ହୁଣି ଅଃମାର୍ ମଃନ୍କେ ନିର୍ମୁଳ୍ ନଃକେରେ ।
ସଃବୁ ଜଃଗତ୍ ବିତ୍ରେ ଅଃମି ଜଃନ୍କଃରି ହଃର୍ତୁ ଟାଣ୍ ହାଉଁନ୍ଦ୍ ଇତାର୍ ଗିନେ ସେ ନିଜାର୍ ଇଚାୟ୍ ସଃତ୍ ବଚନେ ଅଃମିମଃନ୍କ୍ ତିଆର୍ କଃଲା ।
ଉବା ଇସ୍ୱରାର୍ ହୁର୍ବାର୍ ଗିଆନ୍ ହଃର୍କାରେ ଆତ୍ମାୟ୍ ନିର୍ମୁଳ୍ ଅୟ୍ ମାୟ୍ନ୍କାରି ଆର୍ ଜିସୁ କ୍ରିସ୍ଟର୍ ବଃନିଏ ଚିଚି ଅଃଉଁକେ କୁଦ୍ଲାର୍ ଅୟ୍ଆଚ୍ତି । ତୁମିମଃନାର୍ ଉହ୍ରେ ଇସ୍ୱରାର୍ ଜଃବର୍ ଦଃୟା ଆର୍ ସୁସ୍ତା ଅଃଉଅ ।
ବାପ୍ତିସମ୍ ସେରଃକମ୍, ବଃଲେକ୍ ଗଃଗାଳାର୍ ମେଳି ଦଃଉତାର୍ ନାୟ୍, ମଃତର୍ ଇସ୍ୱରାର୍ ହାକ୍ ନିର୍ମୁଳ୍ ଜିବନ୍ ହାଉଁକେ ପାର୍ତ୍ନା ଜିସୁ କ୍ରିସ୍ଟର୍ ଆରେକ୍ ଉଟ୍ଲାର୍ ଗିନେ ଅଃବେ ତୁମିମଃନ୍କେ ମୁକ୍ତି କଃରୁଲି ।
ମଃତର୍ ଇ ସଃବୁ ଜାର୍ ତଃୟ୍ ନାୟ୍, ସେ ଦୁରିକ୍ ଦଃକ୍ତା ହର୍ ନଃୟ୍କଃରି କାଣା ଅୟ୍ଆଚେ, ଆରେକ୍ ଅଃହ୍ଣାର୍ ଆଗେ କ୍ରିରିଲା ହାହେହୁଣି ନିର୍ମୁଳ୍ ଅୟ୍ଲା କଃତା ହାସ୍ରି ଆଚେ ।
ଜିସୁ କ୍ରିସ୍ଟ ଇସ୍ୱରାର୍ ହୟ୍ସି ବଃଲି ବାପ୍ତିସମ୍ ଦଃୟ୍ ଆର୍ ନିଜାର୍ ବଃନି ଦଃୟ୍ ମାନାୟ୍ର୍ ମୁକ୍ତି ସାଦୁନ୍ କଃଲାର୍ ଗିନେ ଜାଣାୟ୍ ରିଲା, ମଃତର୍ ହାଣାୟ୍ ହଃକା ନୟ୍ ମଃତର୍ ବଃନି ଆର୍ ହାଣି ନଃୟ୍ ଆସିରିଲା, ଆତ୍ମା ହେଁ ଇତିର୍ ସାକି ଦେଉଁଲା ଆତ୍ମା ସେ ସଃତ୍ ।
ମୁୟ୍ଁ ଜିଉଦା, ଜିସୁ କ୍ରିସ୍ଟର୍ ଗଟେକ୍ ଗତିଦଃଙ୍ଗ୍ଳା ଆର୍ ଜାକୁବର୍ ବାୟ୍ସି ଜୁୟ୍ ଲକ୍ମଃନ୍କେ ମାପ୍ରୁ କୁଦିଆଚେ ଉବା ଇସ୍ୱରାର୍ ଲାଡାର୍ ଲକ୍ ଆରେକ୍ ଜିସୁ କ୍ରିସ୍ଟର୍ ଗିନେ ରଃକ୍ୟାହାୟ୍ଲାର୍ ସେମଃନାର୍ ହାକ୍ ଚିଟି ଲେକୁଲେ ।