17 ତଃବେ ମୁର୍କ୍ ନଃୟ୍କଃରି ମାପ୍ରୁର୍ ଇଚା କାୟ୍ରି ସେରି ବୁଜା ।
17 ମୁର୍କ ମ୍ନ୍କାର୍ ହର୍ ଅଉଆନାଇ, ମ୍ତର୍ ମାପ୍ରୁର୍ ଇଚା କାଇରି ସେରି ବୁଜୁକେ ଚେଷ୍ଟାକ୍ରା।
ଜେ ଜଦି ଇସ୍ୱରାର୍ ଇଚା ହୁରୁଣ୍ କଃରୁକେ ମଃନ୍ କଃରେଦ୍, ତଃବେ ମର୍ ସିକ୍ୟା ଇସ୍ୱର୍ ତଃୟ୍ହୁଣି ଆସିଆଚେ, କି ମୁୟ୍ ମର୍ ନିଜାର୍ ଅଃଦିକାରେ କଃଉଁଲେ, ସେରି ସେ ଜାଣୁ ହାରେ ।
ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟ୍ରି, ତାର୍ ଆକାୟ୍ କୁୟ୍ ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
ତଃବେ ତୁମି କଃନ୍କଃରି ଚାଲ୍ଚାଲ୍ତି କଃରାସ୍, ସେ ବିସୟେ ଜଃଗ୍ରାତ୍ ଅଃଉଆ, ମୁର୍କ୍ ହର୍ ନାୟ୍ ଗ୍ୟାନି ହର୍ ଚାଲାଚାଲ୍ତି କଃରା ।
ଇତାର୍ ଗିନେ ତୁମିମଃନାର୍ ବିସୟେ ସୁଣ୍ଲା ବଃଳ୍ହୁଣି ସଃବୁବଃଳ୍ ତୁମାର୍ ଗିନେ ପାର୍ତ୍ନା କଃରୁଲୁ । ପବିତ୍ର ଆତ୍ମା ଦିଲା ସଃବୁ ଗିଆନ୍ ଆର୍ ବୁଜ୍ତା ସଃକ୍ତି ସଃଙ୍ଗ୍ ଇସ୍ୱରାର୍ ଇଚା ହୁର୍ନ୍ ବାବେ ଜଃନ୍କଃରି ତୁମିମଃନ୍ ଜାଣୁ ହାରାସ୍ ଇତାର୍ ଗିନେ ତୁମାର୍ ହାୟ୍ ପାର୍ତ୍ନା କଃରୁଲେ ।
ସେରି କଃରୁକେ ବେଳା ମିଳିଆଚେ, ସଃତ୍ ନଃକେର୍ତା ଲକ୍ମଃନାର୍ ତଃୟ୍ ବୁଦିର୍ ସଃଙ୍ଗ୍ ଚାଲ୍ଚାଲ୍ତି କଃରା ।
ଦୁକେସୁକେ ସଃବୁଅବୁସ୍ତାୟ୍ ଇସ୍ୱର୍କେ ଦନ୍ୟବାଦ୍ କଃରା, କାୟ୍ତାକ୍ବଃଲେକ୍ ତୁମିମଃନାର୍ ଗିନେ ଇସ୍ୱର୍ କ୍ରିସ୍ଟ ଜିସୁର୍ ତଃୟ୍ ଇରି ହଃକା ମଃନ୍ କଃରୁଲା ।
ଜଃନ୍କଃରି ତୁମିମଃନ୍ ଇ ଜଃଗତାର୍ ଜିବନାର୍ ବାକି କାଳ୍ ମାନାୟ୍ର୍ କଃରାବ୍ ଇଚା ହଃର୍କାରେ ଜିବନ୍କାଟି ନଃକେରି ଇସ୍ୱରାର୍ ଇଚା ହଃର୍କାରେ ଜିବନ୍ କାଟା ।