ଏପିସିୟ 4:4 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍4 ଅଃମାର୍ ଗଟେକ୍ ଗଃଗାଳ୍, ଆତ୍ମା ହେଁ ଗଟେକ୍; ଆରେକ୍ ଗଟେକ୍ ବଃର୍ସା ଦଃୟ୍ ଇସ୍ୱର୍ ଅଃମିମଃନ୍କ୍ କୁଦିଆଚେ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ4 ଅମାର୍ ଗଟେକ୍ ଗ୍ଗାଳ୍, ଗଟେକ୍ ଆତ୍ମା, ଆର୍ ଗଟେକ୍ ବ୍ର୍ସା ସ୍ଙ୍ଗ୍ ଇଶ୍ଵର୍ ଅମୁକେ ବାଚ୍ଲା ଆଚେ। အခန်းကိုကြည့်ပါ။ |
ବଃଲେକ୍ ଜୁୟ୍ ଜିସୁକେ ଅଃମିମଃନ୍ ପର୍ଚାର୍ ନଃକେଲୁ, ଇବାନ୍ୟା ବିନ୍ ଜିସୁକେ ଜଦି କେ ଆସି ପର୍ଚାର୍ କଃରେଦ୍, କି ଜୁୟ୍ ପବିତ୍ର ଆତ୍ମା ତୁମିମଃନ୍ ନଃହାୟ୍ଲାସ୍, ଇବାନ୍ୟା ବିନ୍ ଗଟେକ୍ ପବିତ୍ର ଆତ୍ମା ହାଉଆସ୍, କି ଜୁୟ୍ ନିକ କବୁର୍ ତୁମିମଃନ୍ ନଃଦେର୍ଲାସ୍, ଇବାନ୍ୟା ଗଟେକ୍ ବିନ୍ ନିକ କବୁର୍ ହାଉଆସ୍, ସେତଃନ୍ ଅୟ୍ଲେକ୍ ତୁମିମଃନ୍ ତ ବଃଡେ ସଃମ୍ବାଳ୍ତାର୍ ଲକ୍ ।