27 ଆରେକ୍ ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍ ।
27 ଶଇତାନ୍କେ ତୁମାର୍ ଲ୍ଗେ ଜାଗା ଦିଆସ୍ନାଇ।
ସେତାକ୍ ପିତର୍ କୟ୍ଲା, “ଏ ହନନିଅ ପବିତ୍ର ଆତ୍ମା ଚଃମେ ମିଚ୍ କଃଉଁକେ ଆର୍ ବୁୟ୍ଁ ବିକ୍ଲା ଟଃକାର୍ କଃତେକ୍ ଲୁକାୟ୍ ସଃଙ୍ଗାଉଁକ୍ ସୟ୍ତାନ୍ ତର୍ ମଃନ୍କେ କାୟ୍ତାକ୍ ଅଃଦିକାର୍ କଃରି ଆଚେ ।”
ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନ୍ ନିଜେ ନିଜେ କାର୍ ବାଦ୍ଲା ନିଆ ନାୟ୍ । ଇସ୍ୱରାର୍ ଡଃଣ୍ଡାର୍ ଲକ୍ ଅଃଉତା ହାୟ୍ଁ ତାକେ ଚାଡି ଦିଆସ୍ । ବଃଲେକ୍ ସାସ୍ତରେ ଲେକାଆଚେ, “ମାପ୍ରୁ କଃଉଁଲା, ମୁୟ୍ଁ ତାର୍ ନ୍ୟାୟ୍ ବିଚାର୍ କଃରିନ୍ଦ୍ ।
ଇସ୍ୱର୍ ଦିଲା ସଃବୁ ଜୁଜ୍ ଆସ୍ତି ହିନ୍ଦି ଜଃଗ୍ରାତ୍ ଅଃଉଆ, ଜଃନ୍କଃରି ସୟ୍ତାନାର୍ କୁଟ୍କେ ଚଃଲାକି ବିରଦେ ଟିଆ ଅଃଉଁକେ ସଃକ୍ତି ହାଉଁହାରାସ୍ ।
ଜଃନ୍କଃରି ସୟ୍ତାନାର୍ ଜୟ୍ବାଣ୍ ସଃବୁ ଲିବାଉଁକେ ସଃକ୍ତି ହାଉଆସ୍ ଇତାର୍ ଗିନେ ବିସ୍ୱାସ୍ହର୍ ଡାହୁଣ୍ ଦଃରା ।
ତଃବେ ତୁମିମଃନ୍ ଇସ୍ୱରାର୍ ତଃଳେ ନିଜ୍କେ ସଃହ୍ରି ଦିଆସ୍, ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍, ତଃନ୍ଅୟ୍ଲେକ୍ ସେ ତୁମାର୍ ତଃୟ୍ହୁଣି ହଃଳାୟ୍ ଜାୟ୍ଦ୍ ।
ଜାଗ୍ରତ୍ ଅୟ୍ ଜାଗି ରିଆ । ତୁମିମଃନାର୍ ବିରଦି ସୟ୍ତାନ୍ ସିମାବାଗ୍ ହର୍ ଗଃର୍ଜାଣ୍ କଃରି କାକେ ମାଡିବଃସେଦ୍, ଇରି ଲଳି ବୁଲୁଲି ।