23 ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ ।
23 ତୁମାର୍ ହୁର୍ଦୟ୍ ଆର୍ ମ୍ନ୍ ହୁରାହୁରି ନ୍ଉଁଆ ଅଉତା ଦ୍ର୍କାର୍।
ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟ୍ରି, ତାର୍ ଆକାୟ୍ କୁୟ୍ ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
ବଃଲେକ୍ ଅଃମିମଃନ୍ ବାପ୍ତିସମ୍ ତଃୟ୍ ମଃଲାକ୍ ତାର୍ ସଃଙ୍ଗ୍ ତହି ଅୟ୍ ଆଚୁ, ଜଃନ୍କଃରି କ୍ରିସ୍ଟ ଉବାର୍ ଜଃଜ୍ମାନାର୍ ସଃକ୍ତିଏ ମଃଲା ଲକ୍ ତଃୟ୍ହୁଣି ଜୁୟ୍ ହଃର୍କାରେ ଉଟ୍ଲା ଅଃମିମଃନ୍ ହେଁ ସେ ହଃର୍କାରେ ଜିବନାର୍ ନଃଉଆଁ ବାବେ ଚାଲାଚାଲ୍ତି କଃରୁଆଁ ।
କାୟ୍ତାକ୍ବଃଲେକ୍ ଗଃଗାଳାର୍ ବାବ୍ନା ମଃର୍ନ୍ ଦଃୟ୍ଦ୍, ମଃତର୍ ଆତ୍ମାର୍ ଗୁଣ୍ ଜିବନ୍ ଆର୍ ସୁସ୍ତାର୍ ।
କାୟ୍ତାକ୍ ବଃଲେକ୍ ଅଃମିମଃନ୍ ଜୁୟ୍ରି ସେ ଗଃଳ୍ଲାର୍ ସଃବୁ ରଃକମ୍ ସଃତ୍କାମ୍ କଃରୁନ୍ଦ୍ ବଃଲି ଇସ୍ୱର୍ ଆଗ୍ତୁ ହୁଣି ତିର୍ କଃରିରିଲା, ଅଃମି କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଚାଲାଚାଲ୍ତି କଃରି ମିସିରିଲାକେ ସେରି ସାଦୁନ୍ ଅୟ୍ଆଚେ ।
ସେତିର୍ ସଃବୁ କାମ୍ ଚାଡିକଃରି ନଃଉଆଁ ଗୁଣ୍ ଦଃରି ଆଚାସ୍ ସେ ନଃଉଆଁ ଗୁଣ୍ ନିଜାର ଉବ୍ଜାଣ୍କାରି ରୁହ୍ ହଃର୍କାରେ ହୁର୍ନ୍ ଗିଆନ୍ ହାଉଁକେ ନଃଉଆଁ ଅୟ୍ ଆଚାସ୍ ।
ସଃଡେବଃଳ୍ ସେ ଅଃମିମଃନାର୍ କଃଲା ଦଃର୍ମ୍ କାମାର୍ ଗିନେ ନାୟ୍, ମଃତର୍ ଅଃହ୍ଣାର୍ ଦଃୟା ହଃର୍କାରେ, ଆରେକ୍ ଜଲମ୍ ଦଃୟ୍ ଆର୍ ପବିତ୍ର ଆତ୍ମା ନଃଉଁଆକଃରି ଅଃମିମଃନ୍କ୍ ମୁକ୍ଳାୟ୍ ଆଚେ ।
ତଃବେ ଅଃହ୍ଣା ଅଃହ୍ଣାର୍ ମଃନ୍ହର୍ ଅଃଟାବିଳା ବାନ୍ଦିକଃରି ଜାଗ୍ରତ୍ ରିଆ, ଆର୍ ଜିସୁ କ୍ରିସ୍ଟର୍ ଆୟ୍ଲା ବଃଳ୍ ଜୁୟ୍ ଦଃୟାର୍ ଉଦାର୍ ତୁମାର୍ ଉହ୍ରେ ଅୟ୍ଦ୍, ସେତି ହୁରାହୁରି ଆସା କଃରା ।