9 ଦଃର୍ମ୍ କଃର୍ମାର୍ ନାୟ୍, ସେତାକ୍ କେ ଇ ବିସୟେ ଗଃର୍ବ୍ ନଃକେର ।
9 ମ୍ତର୍ ଦ୍ର୍ମ୍ କ୍ର୍ମାର୍ ନଇ ସେତାକ୍ କେ ଇ ବିଷୟେ ର୍ଗବ୍ କ୍ରୁନ୍ହାରେ।
ଇସ୍ୱର୍ ସେମଃନ୍କେ ବାଚି ଆଚେ ନିଜାର୍ ନିଜାର୍ ଦଃୟାର୍ ଗିନେ । ଜଦି ସେମଃନାର୍ ସଃତ୍ କାମାର୍ ଗିନେ ଇସ୍ୱର୍ ସେମଃନ୍କେ ବାଚ୍ତାକ୍, ତାର୍ ଦଃୟା ସଃତ୍ ଦଃୟା ନଃୟ୍ଲି ହୁଣି ।
କାୟ୍ତାକ୍ବଃଲେକ୍ ବିଦିର୍ କଃର୍ତା କାମ୍ ତଃୟ୍ କୁୟ୍ ଲକ୍ ଇସ୍ୱରାର୍ ଚଃମେ ଦଃର୍ମି ଗଃଣା ନୟ୍, ବଃଲେକ୍ ବିଦି ତଃୟ୍ ହାହାର୍ ଗିଆନ୍ ଜାତ୍ ଅୟ୍ଦ୍ ।
ଜଦି ଅବ୍ରାହାମ୍ ତାର୍ ନିଜାର୍ କାମାର୍ ଗିନେ ସେ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣା ଅୟ୍ଲାହୁଣି, ତଃବେ ତାର୍ ଗଃର୍ବ କଃର୍ତାର୍ ରିଲି; ମଃତର୍ ଇସ୍ୱରାର୍ ଆକାୟ୍ ସେରି ଅୟ୍ନଃରିଲି ।
ଜଃଡେବଃଳ୍ ହିଲାମଃନ୍ ଜାତ୍ ଅୟ୍ନଃରିଲାୟ୍, ଆର୍ ବଃଲ୍ କି ମଃନ୍ଦ୍ କାୟ୍ରି କଃରି ନଃରିଲାୟ୍, ସଃଡେବଃଳ୍ କାମ୍ ଗିନେ ନାୟ୍, ମଃତର୍ କୁଦ୍ଲା ଲକାର୍ ଇଚାର୍ ଗିନେ, ବାଚ୍ଲା ହଃର୍କାରେ ଇସ୍ୱରାର୍ ଜଃଜ୍ନା ଜଃନ୍କଃରି ତିର୍ ରଃୟ୍ଦ୍,
ତଃବେ, ଜେ, ଇଚା କଃରେଦ୍ କି ଜେ ଚେସ୍ଟା କଃରେଦ୍ ତାର୍ ତଃୟ୍ହୁଣି ଇରି ନୟ୍, ମଃତର୍ ଦଃୟାକାରି ଇସ୍ୱରାର୍ ତଃୟ୍ହୁଣି ଅୟ୍ଆଚେ ।
ସେ ଅଃମିମଃନ୍କ୍ ମୁକ୍ଳାୟ୍ ଆଚେ, ଆର୍ ନିର୍ମୁଳ୍ କୁଦାଣେ କୁଦି ଆଚେ, ଅଃମିମଃନାର୍ କାମ୍ କଃଲା ହଃର୍କାରେ ସେ ନଃକେରେ, ମଃତର୍ ତାର୍ ସଃୟ୍ତ୍ ଆର୍ ଦଃୟା ହଃର୍କାରେ କଃରିଆଚେ । ସେ ଦଃୟା ଜୁଗ୍ ଆରୁମାର୍ ହୁର୍ବେ ହୁଣି ଜିସୁ କ୍ରିସ୍ଟର୍ ତଃୟ୍ ଅଃମିମଃନ୍କ୍ ଦିଆ ଅୟ୍ରିଲି ।