7 ହଃର୍ତୁ ତୁମିମଃନ୍ ହେଁ ଇରିମଃନ୍ ଲଃବ୍କଃରି ସେରଃକମ୍ ଜିବନ୍ କାଟ୍ତି ରିଲାସ୍ ।
7 ଆଗେ ତୁମିମ୍ନ୍ ହେଁ ଇସ୍ବୁ ବିଷୟେ ଲାଳ୍ସା ର୍ଇ ସେନ୍କା କାମ୍ କ୍ର୍ତେରିଲାସ୍।
କାୟ୍ତାକ୍ବଃଲେକ୍ ଜଃଡେବଃଳ୍ ଅଃମିମଃନ୍ ଗଃଗାଳାର୍ ତଃଳେ ରିଲୁ ସଃଡେବଃଳ୍ ବିଦି ତଃୟ୍ ହାହ୍ ଇଚା ସଃବୁ ଅଃମିମଃନାର୍ ସଃର୍ନେ ଗଃଗାଳ୍ ବିତ୍ରେ ମଃର୍ନାର୍ ଗିନେ ହଃଳ୍ ଉବ୍ଜାଉଁକ୍ କାମ୍ କଃର୍ତି ରିଲୁ ।
ଆର୍ ତୁମିମଃନ୍କାର୍ ବିତ୍ରେ କୁୟ୍ କୁୟ୍ ଲକ୍ମଃନ୍ ଇରଃକମ୍ ରିଲାୟ୍; ମଃତର୍ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ଆର୍ ଅଃମିମଃନାର୍ ଇସ୍ୱରାର୍ ଆତ୍ମା ତଃୟ୍ ତୁମିମଃନ୍କେ ଦଃଉଆ ଅୟ୍ଆଚେ, ନିର୍ମୁଳ୍ କଃରା ଅୟ୍ ଆଚାସ୍ ଆର୍ ଦଃର୍ମି ବଃଲି ଗଃଣା ଅୟ୍ ଆଚାସ୍ ।
ବଃଲେକ୍ ଜୁୟ୍ ଆତ୍ମା ଅଃବେ ହେଁ ଅମାନ୍ୟାର୍ ହିଲାମଃନାର୍ ତଃୟ୍ କାମ୍ ସାଦୁନ୍ କଃରୁଲି, ଜଃଗତାର୍ ଅଃଦିକାରିମଃନାର୍ ଇଚା ହଃର୍କାରେ ତୁମିମଃନ୍ହେଁ ହୁର୍ବେ ଚାଲ୍ଚାଲ୍ତି କଃରି ହାହେ ମଃରି ରିଲାସ୍ ।
ହାହାର୍ ଗିନେ ଆର୍ ଗଃଗାଳେ ଅଜିଉଦି ରିଲାକେ ତୁମିମଃନ୍ ତ ମଃରି ରିଲାସ୍, ତୁମିମଃନ୍କେ ହେଁ ଇସ୍ୱର୍ ତାର୍ ଜିବନ୍ ଦଃୟ୍ଆଚେ; ସେ ତ ଅଃମିମଃନ୍କ୍ ସଃବୁ ହାହ୍ କେମା କଃରିଆଚେ ।
କାୟ୍ତାକ୍ବଃଲେକ୍ ହଃର୍ତୁ ଅଃମିମଃନ୍ ହେଁ ନିର୍ବୁଦିଆ, ଅମାନ୍ୟାକାରି, ବାଣା ଆର୍ ନାନା ରଃକମାର୍ କଃରାବ୍ ବୟ୍ଗ୍ ଆର୍ ସୁକ୍ ବୟ୍ଗାର୍ ଗତିଦଃଙ୍ଗ୍ଳା ରିଲୁ, ଆକାର୍, ଆର୍ ଡାରା କଃତାୟ୍ ଦିନ୍ କାଟତି ରିଲୁ, ଲକ୍କେ ଲାଡ୍ ନଃକେର୍ତି ରିଲୁ ଆର୍ ବିନ୍ ଲକ୍ମଃନ୍ ହେଁ ଅଃମିକ୍ ଗିଣ୍ କଃର୍ତି ରିଲାୟ୍ ।